ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦାହାଣ୍ଡି ଥାନା ରେ ନୂତନ ଆଇଆଇସି

ଚନ୍ଦାହାଣ୍ଡି(ମ ନିସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ରେ ନୂତନ ଆଇଆଇସି ଭାବେ ଉମେଶ ଚନ୍ଦ୍ର ନାୟକ କାର୍ଯ୍ୟ ରେ ଯୋଗ ଦେଇଛନ୍ତି ।ସେ ବିଦାୟୀ ଆଇଆଇସି ପରମାନନ୍ଦ ସୁନାନୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥି ପୂର୍ବରୁ ସେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନାରେ ଆଇଆଇସି ଭାବେ କାର୍ଯ୍ୟରତ ଥିଲେ । ଚନ୍ଦାହାଣ୍ଡି ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ଜନସାଧାରଣ ଙ୍କ ଧନଜୀବନ ସୁରକ୍ଷା କୁ ସେ ପ୍ରାଥମିକତା ଦେବେ ବୋଲି କହିବା ସହ ଅଞ୍ଚଳବାସୀ ପୁଲିସ କୁ ସହଯୋଗ ର ହାତ ବଢେଇବାକୁ ସେ ନିବେଦନ କରିଛନ୍ତି । କାର୍ଯ୍ୟରେ ଯୋଗ ଦେବା ପରେ ଚନ୍ଦାହାଣ୍ଡି ଥାନା ଏସ ଆଇ ବିଜୁରାମ ବାଘ,ଶିବ ପ୍ରସାଦ ମହାନ୍ତି, ସମୀର ପ୍ରଧାନ, ଏଏସଆଇ ଲଳିତ ମୋହନ ପଣ୍ଡା,ହୃଷିକେଶ ପଟେଲ, ଙ୍କ ସମେତ ସମସ୍ତ ଥାନା କର୍ମଚାରୀ ତାଙ୍କୁ ସ୍ବାଗତ କରିଥିଲେ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ବିଜୟ କୁମାର ଜେନା ଙ୍କ କବିତା – ସକାଳର ଜଣାଣ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଗଣେଶଙ୍କ ବିମୁଖ

Sunil Chandra Nayak

ଭବାନୀପାଟଣା ଠାରେ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବା ଉଦଘାଟିତ

Leave a Comment

error: Content is protected !!