ଢେଙ୍କାନାଳ କୁଞ୍ଜକାନ୍ତ ସ୍ଥିତ ଖେମକା ସପିଙ୍ଗ ହଲ ଆଗରେ ଆଜି ରୁଚି ତରଫରୁ ତାର ୧୪ ତମ ଫୁଡ୍ ଆଉଟ୍ ଲେଟ୍ ଯାହାର ନାମ ଫ୍ରେଜିଟ୍ ଉଦ୍ଘାଟନ ହୋଇଯାଇଛି । ଯାହାକୁ ଉଦ୍ ଘାଟନ କରିଥିଲେ ରୁଚି ର ଆମ୍ବାସଡର ଅର୍ଚ୍ଚିତା ସାହୁ ,ତାଙ୍କ ସହିତ ଥିଲେ ଢେଙ୍କାନାଳ ସାସଂଦ ମହେଶ ସାହୁ ଓ ରୁଚିର ଅଧକ୍ଷ ଶ୍ରୀମତି ରଶ୍ମି ସାହୁ ଓ ଢେଙ୍କାନାଳ ଆଉଟ୍ ଲୋଟ ର ମୁଖ୍ୟ ର୍ମିନାଲ କାନ୍ତ ମିଶ୍ର ଓ ସମସ୍ତ କର୍ମଚାରି ଙ୍କ ଉପସ୍ତିତିରେ ଉଦ୍ ଘାଟନ ହୋଇଥିଲା । ଢେଙ୍କାନାଳ ସହରର ଲୋକମାନଙ୍କର ଚାହିଦା ପୁରଣ କରିବା ପାଇଁ ଏଠାରେ ବିଭିନ୍ନ ସୁସ୍ଵାଦୁ ଖାଦ୍ୟ ଉପଲବ୍ଧ ହେଉଛି ଓ ବିଭିନ୍ନ ତାଜା କେକ୍ ଓ ରୁଚି କମ୍ପାନୀର ଭଳିକି ଭଳି ଚେଷ୍ଟି ପିଜା, ପେଟିସ୍,ବରଗର ଓ ଅନ୍ୟାନ୍ୟ ସବୁ ପ୍ରକାରର ଖାଦ୍ୟ ଉପଲବ୍ଧ ଅଛି ।
ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍