ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜି ଢେଙ୍କାନାଳରେ ଖୋଲିଲା ରୁଚି ର ୧୪ ତମ ଫୁଡ୍‌ ଆଉଟ୍ ଲେଟ୍ ଫ୍ରୋଜିଟ୍ 

ଢେଙ୍କାନାଳ କୁଞ୍ଜକାନ୍ତ ସ୍ଥିତ ଖେମକା ସପିଙ୍ଗ ହଲ ଆଗରେ ଆଜି ରୁଚି ତରଫରୁ ତାର ୧୪ ତମ ଫୁଡ୍ ଆଉଟ୍ ଲେଟ୍ ଯାହାର ନାମ ଫ୍ରେଜିଟ୍ ଉଦ୍‌ଘାଟନ ହୋଇଯାଇଛି । ଯାହାକୁ ଉଦ୍ ଘାଟନ କରିଥିଲେ ରୁଚି ର ଆମ୍ବାସଡର ଅର୍ଚ୍ଚିତା ସାହୁ ,ତାଙ୍କ ସହିତ ଥିଲେ ଢେଙ୍କାନାଳ ସାସଂଦ ମହେଶ ସାହୁ ଓ ରୁଚିର ଅଧକ୍ଷ ଶ୍ରୀମତି ରଶ୍ମି ସାହୁ ଓ ଢେଙ୍କାନାଳ ଆଉଟ୍ ଲୋଟ ର ମୁଖ୍ୟ ର୍ମିନାଲ କାନ୍ତ ମିଶ୍ର ଓ ସମସ୍ତ କର୍ମଚାରି ଙ୍କ ଉପସ୍ତିତିରେ ଉଦ୍ ଘାଟନ ହୋଇଥିଲା । ଢେଙ୍କାନାଳ ସହରର ଲୋକମାନଙ୍କର ଚାହିଦା ପୁରଣ କରିବା ପାଇଁ ଏଠାରେ ବିଭିନ୍ନ ସୁସ୍ଵାଦୁ ଖାଦ୍ୟ ଉପଲବ୍ଧ ହେଉଛି ଓ ବିଭିନ୍ନ ତାଜା କେକ୍ ଓ ରୁଚି କମ୍ପାନୀର ଭଳିକି ଭଳି ଚେଷ୍ଟି ପିଜା, ପେଟିସ୍,ବରଗର ଓ ଅନ୍ୟାନ୍ୟ ସବୁ ପ୍ରକାରର ଖାଦ୍ୟ ଉପଲବ୍ଧ ଅଛି ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ବାଲେଶ୍ବର – ବ୍ଲକ ସ୍ତରୀୟ ରଜ ମହୋତ୍ସବ ଉଦଘାଟିତ

Sunil Chandra Nayak

ଗୋଲାମୁଣ୍ଡା ଠାରେ ଏକଲ ଅଭିଯାନର ଅଂଚଳସ୍ତର ଖେଳକୁଦ ପ୍ରତିଯୋଗିତା 

Sunil Chandra Nayak

ସମ୍ପୂର୍ଣ ଶୁଷ୍କ ସାନ୍ଦୁଲ ନଦୀ, ନର୍ଲା ରେ ପାନୀୟ ଜଳ ଯୋଗାଣ ଠପ 

Sunil Chandra Nayak

Leave a Comment

error: Content is protected !!