ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୌଚ ପାଇଁ ଯାଇ କଂକ୍ରିଟ ରେ କଚାଡ଼ି ହୋଇ ମୃତ୍ୟୁ

ଉତ୍କେଲା, ୧୦/୦୬ (ମ ନି ସ  )  କେସିଙ୍ଗା ଥାନା ୱ।ଡ ନଂ ୬ ର ଦୟା ପାଣ୍ଡେ (୫୫) ଶୌଚ ପାଇଁ ୱ। ଡ ନଂ O୯ ରେ ଖଲିଆ କଟା ବନ୍ଧକୁ ଯାଇଥିଲେ। କଂକ୍ରିଟ ରେ ପଡି ଯାଇ ତାଙ୍କରି ମୃତ୍ୟୁ ଘଟିଛି। ସ୍ଥାନିୟ ଲୋକେ କେସିଙ୍ଗା ପୋଲିସକୁ ଖବର ଦେଇଥିଲେ।ପାଣ୍ଡେଙ୍କର ତିନି ଝୀଅ ଗୋଟିଏ ପୁଅ ଥିବା ଜଣାପଡିଛି। ସେ ହୋଟେଲ ମାନଙ୍କରେ କାମ କରି ପରିବାର ପୋଷଣ କରୁଥିଲେ। ବ୍ୟବଚ୍ଛେଦ ପରେ ଶବ ପରିବାରକୁ ଦିଆଯିବ ବୋଲି ପୋଲିସ ଜଣାଇଛି। ପାଣ୍ଡେ ଗରିବ ଶ୍ରେଣିର ହୋଇଥିବାରୁ ପ୍ରଶାସନ ପକ୍ଷରୁ ସହାୟତା ପାଇଁ ଦାବୀ ହେଉଛି।

ଉତ୍କେଲା ରୂ ଅର୍ଜ୍ଜୁନ ପୋଡ଼ ଙ୍କ ରିପୋର୍ଟ।

Related posts

ଚାକିରୀ କରାଇ ଦେବା ନାଁରେ ଠକେଇ

Sunil Chandra Nayak

ଦୁର୍ଘଟଣା ରୋକିବାକୁ ଜିଲ୍ଲା ଆପାତ କାଳୀନ ବୈଠକ ଅନୁଷ୍ଠିତ

Sunil Chandra Nayak

ଘର କାନ୍ଥ ଭୁସୁଡିଲା , ଅଳ୍ପକେ ବର୍ତିଲେ ମା ସହ ତିନି ପୁଅ ଝିଅ 

Sunil Chandra Nayak

Leave a Comment

error: Content is protected !!