ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକଙ୍କୁ ମାଡ଼ ଘଟଣାରେ କଂଗ୍ରେସ ଓ ବିଜେପିର ତିବ୍ରନିନ୍ଦା

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ପରିସରରେ ସମ୍ବାଦିକ ଙ୍କୁ ଏଏସପି ଜୟକୃଷ୍ଣ ବେହେରା ପାଇପ ଯୋଗେ ପିଟିଥିଲେ ।ଏହାକୁ ରାଜ୍ୟ ସାମ୍ବାଦିକ ସଂଘ ନିନ୍ଦା କରି ଅପରାଧୀଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ରଖିଛି ।ଏପଟେ ଜିଲ୍ଲା କଂଗ୍ରେସ ଓ ଜିଲ୍ଲା ବିଜେପି ପକ୍ଷରୁ ବି ଦୃଢ଼ ନିନ୍ଦା କରାଯାଇଛି । ପୃଥକ ପୃଥକ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ  ସେମାନେ କହିଛନ୍ତି ଯେ 7 ଦିନ ଭିତରେ ଯଦି ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ, ତେବେ ରାଜ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି କଂଗ୍ରେସ ଓ ବିଜେପି ଦଳର ବରିଷ୍ଟ ନେତ୍ରୁବ୍ରୁନ୍ଦ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ସବୁ ବିଧାୟକ ଙ୍କ ଠାରୁ ନିଆରା ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ପଳାସା ଗଛରୁ ଯୁବଙ୍କକ ଝୁଲାନ୍ତ ମୃତ୍ୟୁ ଦେହ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!