ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଣିକପୁର ପଞ୍ଚାୟତରେ ଡିଜିଟାଲ ଶୁଭାରମ୍ଭ ନେଇ ଅଂଚଳବାସୀଙ୍କ ମନରେ ଖୁସିର ଲହରୀ

ମୟୂରଭଞ୍ଜ -୧୬/୦୯/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକର ପଛୁଆ ଦୁର୍ଗମ ବଣ ଜଙ୍ଗଲ ଘେରା ଶତପ୍ରତିଶତ ଆଦିବାସୀ ଅଧ୍ୟୁଷିତ ଅଂଚଳ ।ସବୁଆଡେ ଡିଜିଟାଲ ସେବା ମିଳୁଥିବା ବେଳେ ଏଠାରେ ନିରୀହ ଅଂଚଳବାସୀ,ଯୁବ, ଛାତ୍ର,ଚାଷୀ ସମସ୍ତେ ଡିଜିଟାଲ ହେବାରୁ ବଂଚିତ ଥିଲେ ।ଦିର୍ଘ ପ୍ରତିକ୍ଷା ପରେ ଆଜି ଡିଜିଟାଲ ସେବା ଚାଲୁ ହେଲା । ଡିଜିଟାଲ ସେବା ନେଇ ଅଂଚଳବାସୀ,ଯୁବଛାତ୍ର ସବୁରି ମହଲରେ ଆନନ୍ଦର ଲହରି ଖେଳିଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ଆନନ୍ଦପୁର – ସଂସ୍କୃତି ବିନା ସଭ୍ୟତା ବଞ୍ଚିବା ଅସମ୍ଭବ

Sunil Chandra Nayak

ଚୋରୀ ସାମଗ୍ରୀ ଜବତ, ଧରାପଡିଲେ ୩ ନାବାଳକ

Sunil Chandra Nayak

ବିଜେପି ଜିଲ୍ଲା କାର୍ଯ୍ୟକାରୀ ବୈଠକ

Sunil Chandra Nayak

Leave a Comment

error: Content is protected !!