ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଣିକପୁର ପଞ୍ଚାୟତରେ ଡିଜିଟାଲ ଶୁଭାରମ୍ଭ ନେଇ ଅଂଚଳବାସୀଙ୍କ ମନରେ ଖୁସିର ଲହରୀ

ମୟୂରଭଞ୍ଜ -୧୬/୦୯/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକର ପଛୁଆ ଦୁର୍ଗମ ବଣ ଜଙ୍ଗଲ ଘେରା ଶତପ୍ରତିଶତ ଆଦିବାସୀ ଅଧ୍ୟୁଷିତ ଅଂଚଳ ।ସବୁଆଡେ ଡିଜିଟାଲ ସେବା ମିଳୁଥିବା ବେଳେ ଏଠାରେ ନିରୀହ ଅଂଚଳବାସୀ,ଯୁବ, ଛାତ୍ର,ଚାଷୀ ସମସ୍ତେ ଡିଜିଟାଲ ହେବାରୁ ବଂଚିତ ଥିଲେ ।ଦିର୍ଘ ପ୍ରତିକ୍ଷା ପରେ ଆଜି ଡିଜିଟାଲ ସେବା ଚାଲୁ ହେଲା । ଡିଜିଟାଲ ସେବା ନେଇ ଅଂଚଳବାସୀ,ଯୁବଛାତ୍ର ସବୁରି ମହଲରେ ଆନନ୍ଦର ଲହରି ଖେଳିଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ନୂଆପଡା ଓ କଳାହାଣ୍ଡି ସୀମାରେ ଦୁଇ ଅହିଂସା ରଥକୁ ସ୍ୱାଗତ କଲେ ବ୍ଲକ ପ୍ରଶାସନ ଓ ଧର୍ମଗଡ଼ ଉପ ଜିଲ୍ଲାପାଳ

Sunil Chandra Nayak

ରୋଗ ଶଯ୍ୟାରେ ପରିବାର ମୁଖିଆ ପ୍ରସଙ୍ଗ ,ଦିବାକର ଙ୍କୁ ସହାୟତା ପାଇଁ ଜିଲ୍ଲାପାଳ ଙ୍କୁ ଚିଠି ଲେଖିଲେ ସିଡିଏମଓ

Sunil Chandra Nayak

ମହାବୀର ସାଂସ୍କୃତିକ ଅନୁଷ୍ଠାନ,ଭବାନୀପାଟଣାର  ମହାବୀର ମହୋତ୍ସବ ରେ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ କୃତୀ ସନ୍ତାନ ଭାବେ ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!