ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ରେ ପାଳନକଲେ ପ୍ରଧାନ ମନ୍ତ୍ରୀ ଙ୍କ ୭୨ତମ ଜନ୍ମ ଦିନ

 ନବରଙ୍ଗପୁର—ନୂତନ ସମୃଦ୍ଧ, ଶଶକ୍ତ, ଓ ସ୍ୱାବଲମ୍ବୀ ଭାରତର ବିନ୍ଧାଣି ଯୋଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀ ଙ୍କ ୭୨ ତମ ଜନ୍ମ ବାର୍ଷିକୀ ଅବସରରେ ଭାରତୀୟ ଜନତା ପାର୍ଟି ତରଫରୁ ମାଁ ଭଣ୍ଡାରଘରଣୀ ଙ୍କ ଠାରେ ତାଙ୍କର ଦୀର୍ଘାୟୁ କାମନା କରିବା ସହ ବିଜେପି ର ସମସ୍ତ କର୍ମକର୍ତ୍ତା ପୋଷ୍ଟକାର୍ଡ ଜରିଆରେ ପ୍ରଧାନମନ୍ତ୍ରୀ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଶ୍ରୀ ଜଗଦୀଶ ବିଷୋୟୀ, ରାଜ୍ୟ ଉପ ସଭାପତି ଶ୍ରୀ ବଳଭଦ୍ର ମାଝି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଗୌରୀଶଙ୍କର ମାଝୀ, ପୌରାଧ୍ୟକ୍ଷ ଶ୍ରୀ କୁନୁ ନାୟକ ଶ୍ରୀ ମାନସ ତ୍ରିପାଠୀ, ଶ୍ରୀ ସୁବ୍ରତ ମିଶ୍ର, ଶ୍ରୀ ଦୈତାରି ମାଝି, ଶ୍ରୀ ପିଣ୍ଟୁ ମିଶ୍ର, ଶ୍ରୀ ଶିରୁ ପାତ୍ର, ଶ୍ରୀ ମଧୁ ଗାଇବା, ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସର୍ମିଷ୍ଟା ଦେଓ, ଶ୍ରୀ ସୁଭମ ଚୌଧୁରୀ ଓ ଅନ୍ୟାନ୍ୟ ବହୁ କର୍ମକର୍ତ୍ତା ଯୋଗ ଦେଇ ପୋଷ୍ଟ କାର୍ଡ ଜରିଆରେ ଶୁଭେଚ୍ଛା ବାର୍ତ୍ତା ମୋଦୀଜୀଙ୍କ ଠିକଣାରେ ପ୍ରେରଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ବ୍ୟଙ୍ଗକାରଙ୍କ ଦୃଷ୍ଟିରେ ସମାଜ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ 

Sunil Chandra Nayak

ଉତ୍କଳ ର ଦରଦୀ ବନ୍ଧୁ ଉତ୍କଳମଣି ଗୋପବନ୍ଧୁ

ଢେଙ୍କାନାଳ ଥିଙ୍କର୍ସ ଫୋରମ୍ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!