ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋମନା ବ୍ଲକ ସରପଞ୍ଚ ସଂଘ ଗଠିତ -ମୢତ୍ୟୁଞୟ ହେଲେ ସଭାପତି

ନୂଆପଡା ଜିଲ୍ଲା ବରନ୍ଦାପାଟ କେନ୍ଦ୍ରୀୟ ନର୍ସରୀଠାରେ କୋମନା ବ୍ଲକ ସ୍ତରୀୟ ସରପଞ୍ଚ ସଂଘ ଗଠିତ ହୋଇ ଯାଇଛି । ଏଥିରେ କୋମନା ବ୍ଲକର ୩୨ଟି ପଞ୍ଚାୟତର ସରପଞ୍ଚମାନେ ଯୋଗଦାନ କରି ଥିଲେ । କୋମନା ସରପଞ୍ଚ ମୢତ୍ୟୁଞୟ ପାଣିଗ୍ରାହୀ ସଭାପତି,ରାୟଧର ବଘେଲ ଉପ ସଭାପତି, ଯୋଗେନ୍ଦ୍ର ବାଗ ସଂପାଦକ, ପ୍ରହଲ୍ଲାଦ ଶବର ଯୁଗ୍ମ ସଂପାଦକ ଓ ଜିତେନ୍ଦ୍ର ଠାକୁର କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଜିଲ୍ଲା ସ୍ତରୀୟ କମିଟିକୁ ବିମଳ ଯୋଶୀ, କାଳିଆ ପ୍ରଧାନ ଓ ଶ୍ୟାମ ସୁନ୍ଦର ପୢଷ୍ଟିଙ୍କୁ ମନୋନୀତ କରା ଯାଇଛି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବେଆଇନ ପାଚେରୀ ନିର୍ମାଣ ବିରୋଧରେ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ବିଷ ପାନ ଖାଇ ମହିଳା ଗୁରୁତର

Sunil Chandra Nayak

ରାଇଘରବ୍ଲକ ଦେବାଗାଁ ପଞ୍ଚାୟତ ଠାରେ ଶବ ଦେଖି ଅଂଚଳ ବାସୀ ଆତଙ୍କିତ   

Sunil Chandra Nayak

Leave a Comment

error: Content is protected !!