ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମାଜ ସେବୀ ଡମ୍ବରୁ ରଣା ଙ୍କ ପରଲୋକ

ଜୁନାଗଡ଼,୨୪/୯(ମ ନି ସ) ଜୁନାଗଡ଼ ଅଂଚଳର ବରିଷ୍ଠ ସମାଜ ସେବୀ ଡମ୍ବରୁ ଧର ରଣା ଙ୍କ ମାଲଗୁଣ୍ଡ ଗ୍ରାମରେ ଥିବା ନିଜ ବାସଭବନରେ ପରଲୋକ ହୋଇଯାଇଛି।ମୃତୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା।ମୃତୁ ଶଯ୍ୟାରେ ତାଙ୍କ ପୁଅ, ବୋହୁ,ଝିଅ ଉପସ୍ଥିତ ରହି ଥିଲେ।ସେ ଉତ୍କଳ ବିଜ୍ଞାନ ପରିଷଦ ନାମରେ ଏକ ସଂଗଠନ କରି ଏ ଅଂଚଳର ସେବା କାର୍ଯ୍ୟରେ ନିୟୋଜିତ ଥିଲେ ବିଶେଷ କରି ମାଲଗୁଣ୍ଡ ଅଂଚଳର କୁମ୍ଭକାର ମାନଙ୍କର ଏକତା ଓ ବିକାଶ ପାଇଁ ଅନେକ ସଂସ୍କାର କାର୍ଯ୍ୟ କରି ସେ ବେଶ ଜନପ୍ରିୟ ହୋଇ ପାରିଥିଲେ।ତାଙ୍କ ବିୟୋଗରେ ସମାଜସେବୀ ଅଶୋକ ପଟ୍ଟନାୟକ, ଦିଗାମ୍ବର ରଣା, ଲକ୍ଷଣ ରଣବୀର ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ସ୍ବର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଲାବଣ୍ୟ ମୟି ମୌସୁମୀ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଅଭୁଲା ଅତୀତ

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା କଳ୍ପନା ସାଗର

Leave a Comment

error: Content is protected !!