ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନେହରୁ ଯୁବକେନ୍ଦ୍ର  ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ 

  ନୃତ୍ୟ ପ୍ରତିଯୋଗିତା ଓ ରକ୍ତ ଦାନ ଶିବିର ଅନୁଷ୍ଠିତ

             ଫୁଲବାଣୀ – ( ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ)                     ଫୁଲବାଣୀ ସହର ର ସ୍ଥାନୀୟ ନଟରାଜ କଳା ମନ୍ଦିର ଠାରେ ନେହରୁ ଯୁବ କେନ୍ଦ୍ର  ତରଫରୁ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଅଛି । ନାଟରାଜ କଳାମନ୍ଦିର ସାଂସ୍କୃତିକ ଅନୁଷ୍ଠାନ ର ନାଟ୍ୟଗୁରୁ ତଥା ପ୍ରତିଷ୍ଠାତା ମଞ୍ଚ ସଞ୍ଚାଳନ କରି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଅତିଥି ଏବଂ କଳାକାର ଓ ଉପସ୍ଥିତ ଭାଇ ଭଉଣୀ ମାନଙ୍କୁ ସ୍ୱାଗତ କରିଥିଲେ। ଅନୁଷ୍ଟିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ଵାତି ର ସମ୍ପାଦକ ଇଂ ହରିଶଙ୍କର ରାଉତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଇନଜୀବି ହରିଚନ୍ଦ୍ର ମହାରଣା, ସାମ୍ବାଦିକ ତଥା ସମାଜସେବୀ ପ୍ରଶାନ୍ତ କୁମାର ବେହେରା, ଏବଂ ନେହରୁ ଯୁବକେନ୍ଦ୍ର ଫୁଲବାଣୀ ସହକର୍ମୀ ସତ୍ୟବାନ ଦଳବେହେରା, ସ୍ୱେଚ୍ଛାସେବୀ ସୋନାଲି ଡିଗାଲ, ସିବେନ୍ଦ୍ର ଡିଗାଲ ,କୋମଳ ଲୋଚନ ଦେହୁରୀ ପ୍ରମୁଖ ଯୋଗଦେଇ ଥିଲେ ।ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଫୁଲବାଣୀ ବ୍ଲକର ଯୁବକ ଓ ଯୁବତୀ ଅଂଶ ଗ୍ରହଣ କରିଥିଲେ । ଯୁବ ଦିବସ ପାଳନ ଅବସରରେ ବିଭିନ୍ନ ପ୍ରକାର ର ନୃତ୍ୟ ଯଥା ଓଡିଶୀ, ସମ୍ବଲପୁରୀ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ରକ୍ତଭଣ୍ଡାର ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଜାତୀୟ ଦିବସ ପାଳନ ର ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଯୁବଭାଇ ଓ ଭଉଣୀ ମାନଙ୍କୁ ଅବଗତ କରିଥିଲେ।ଏହି ନୃତ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟାନ ଅତିଥି ଙ୍କ ଦ୍ଵାରା ଟ୍ରଫି, ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ନେହେରୁ ଯୁବକେନ୍ଦ୍ର ସ୍ୱେଚ୍ଛାସେବୀ ସନାଲି ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

ବିଶୋଇ ପ୍ରେସ କ୍ଳବ ତରଫରୁ ନୂତନ ଓ ବଦଳି ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

22ତମ ବିଦ୍ୟାଧର ସିଂହ ଆଣ୍ଡ ଅମିତ୍ ସିଂହ ମେମୋରିଆଲ ଟୁର୍ଣ୍ଣାମେଣ୍ଟ , ମନୋଜ ଇଲେଭେନ୍ ଜୟପୁରା କାଟେଣି ଚାମ୍ପିଅନ

Sunil Chandra Nayak

ଲଙ୍ଗଳ ଧରି ପ୍ରଚାର ମଇଦାନରେ ରେ ଲଡୁଗାଁ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort