ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇ ଦିନ ହେଲା ସେମଲାଗୁଡା ଗାଁ ଅନ୍ଧାରରେ

ଚନ୍ଦାହାଣ୍ଡି (ମ ନିସ) ଚନ୍ଦାହାଣ୍ଡି ସଦର ଗ୍ରାମ ଉପକଣ୍ଠ ସେମଲାଗୁଡା ଗାଁ ଆଜକୁ ତିନିଦିନ ହେବ ଅନ୍ଧାର ରେ ରହିଛି । ଏହି ଗ୍ରାମରେ ଲାଗିଥିବା ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ଗ୍ରାମଟି ସମ୍ପୂର୍ଣ୍ଣ ଭାବେ ଅନ୍ଧାରରେ ରହିଛି। ଚନ୍ଦାହାଣ୍ଡି ଠାରୁ ଏହି ଗ୍ରାମର ଦୂରତା ମାତ୍ର ଏକ କିଲୋମିଟର ରହିଥିବା ବେଳେ ଦିର୍ଘ ଦିନରୁ ଚନ୍ଦାହାଣ୍ଡି ସଦର ସହିତ ବିଦ୍ୟୁତ ସଞ୍ଜୋଗ ଦେବାକୁ ଦାବି ହୋଇ ଆସୁଥିଲେ ହେଁ ବିଭାଗ ଏହି କ୍ଷେତ୍ରରେ ବେପରୁଆ ମନୋଭାବ ପୋଷଣ କରୁଛି। ତେବେ ଅତିଶୀଘ୍ର ପୋଡା ଟ୍ରାନ୍ସଫର୍ମର କୁ ବଦଳି କରି ନୂତନ ଟ୍ରାନ୍ସଫର୍ମର ଲଗେଇ ବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ରାସ୍ତା ସମସ୍ୟା କୁ ନେଇ ବନ ବିଭାଗ ଗାଡିକୁ ଅଟକ ରଖିଲେ ଗ୍ରାମବାସୀ

Sunil Chandra Nayak

ଭାଜପା ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ତମ୍ବାହରା ଜଣାଣ

Sunil Chandra Nayak

Leave a Comment

error: Content is protected !!