ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେ଼ଙ୍କାନାଳ ଜିଲ୍ଲାପାଳ ଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଢେଙ୍କାନାଳ (ମ ନି ସ) ୩୦/୦୯_ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି  ଅନୁଷ୍ଠିତ ହୋଇଥିଲା । ବରୁଆଁ ଗାଁ ବରୁଆଁ ପଂଚାୟତ ର ପ୍ରମୋଦ ମଲ୍ଲିକ ପିତା-ପ୍ରଭାକର ମଲ୍ଲିକ ,ବୟସ -9ବର୍ଷ ପୋଲିଓ ରୋଗ ରେ ଆକ୍ରାନ୍ତ ଅଟନ୍ତି l ସେ ବାରମ୍ବାର ଏ ଅଫିସ ରୁ ସେ ଅଫିସ ଧାଇଁଲେ ସୁଦ୍ଧା ମଧୁବାବୁ ଭତ୍ତା ରୁ ବଞ୍ଚିତ ଥିଲେ l ଖବର ପାଈ ମହାତ୍ମା ଗାନ୍ଧୀ ଯୁବକ ସଙ୍ଘ ପଣ୍ଡୁଆ ର ସଭାପତି ଚନ୍ଦନ ନାଏକ ଓ ସମ୍ପାଦକ ନିର୍ମଳ ନାଏକ ସଂଘର ସଦସ୍ୟ ପହଂଚି ତାଙ୍କୁ ଜିଲ୍ଲାପାଳ ଙ୍କ ପାଖରେ ପହଞ୍ଚାଇଥିଲେ ଏବଂ ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାପାଇଁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦେଶ ଦେଇଥିଲେ ଯାହାଦ୍ୱାରା ଆସ୍ଵସ୍ଥି ମିଳିଥିଲା ଏବଂ ମହାତ୍ମା ଗାନ୍ଧୀ ଯୁବକ ସଂଘ ପଣ୍ଡୁଆ ର କାର୍ଯ୍ୟଦେଖି ସାଧାରଣ ରେ ଆଲୋଡନ ସୃଷ୍ଟି କରିଥିଲା l

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ରାଜପୁତ କ୍ଷତ୍ରିୟ ପାଇକ ସମାଜର ଦଶମ ମହାସଭା

Sunil Chandra Nayak

ଶତାୟୁ,ବି.ବି. ହାଇସ୍କୁଲ,ଢେଙ୍କାନାଳ ପରିସରରେ ମହାତ୍ମାଗାନ୍ଧି ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କର ଜୟନ୍ତୀ -୨୦୨୨ କୋଭିଡ -୧୯ ନିୟମ ଅନୁପାଳନ କରି ନିରାଡ଼ମ୍ବର ଭାବେ ପାଳିତ 

Sunil Chandra Nayak

କର୍ଲାମୁଣ୍ଡା ବ୍ଲକ୍ ସ୍ତରୀୟ କୁରାଳ ସମାଜର ସାଙ୍ଗଠାନିକ ଓ ସମ୍ବର୍ଦ୍ଧନା ସଭା

Sunil Chandra Nayak

Leave a Comment

error: Content is protected !!