ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମା ତାରିଣୀ ପୀଠ ରେ ନିଶା ମଂଗଳ ବାର ଓଷା ବିଧି ପାଳନ

ଢେ଼ଙ୍କାନାଳ:ସାରା ଦେଶରେ ଥିବା ଶକ୍ତିପୀଠଗୁଡିକରେ ମା ଦୁର୍ଗାଙ୍କ ନବ ରାତ୍ର ପୂଜା କରାଯାଇଛି। ଆଜି ହେଉଛି ପୂଜାର ଅନ୍ତିମ ଦିନ ।ଆଶ୍ଵିନ ମାସର ଶେଷ ମଙ୍ଗଳ ବାର ଥିବାରୁ ମା ତାରୀଣୀ ଙ୍କର ବିଶେଷ ପୂଜା ସମ୍ପର୍ନ୍ନ ହେଉଛି l ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଗାନ୍ଧି ମନ୍ଦିର ରୋଡ ସ୍ଥିତ ମା ତାରିଣୀ ପୀଠରେ ନିଶା ମଙ୍ଗଳବାର ଶେଷ ପାଳି ଥିବାରୁ ବିଶେଷ ପୂଜା ଅର୍ଚନା କରାଯାଇ ଥିଲା । ପ୍ରାତଃ ରୁ ମଙ୍ଗଳ ଆଳତୀ ମହାସ୍ନାନ ନୂତନ ବତ୍ସ ବିଭିନ୍ନ ଫୁଲ ହାର, ବିଭିନ୍ନ ଭୋଗରାଗ ଲାଗି କରାଯାଇ ଥିଲା। ମଧ୍ୟାହ୍ନ ସମୟରେ ପଣା ପ୍ରଦାନ କରାଯାଇଥିଲା ତତ୍ ସହ ସନ୍ଧ୍ୟା ବେଳେ ଆଳତୀ ଓ ରାତ୍ରରେ ପହଡ଼ ପଡ଼ିବାର ବିଧି ରହିଛି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଜୁନାଗଡ଼ରେ ୭୫.୨୬ ପ୍ରତିଶତ ମତଦାନ

Sunil Chandra Nayak

ଜାନକୀ ମହାନ୍ତ ଙ୍କ କବିତା ଫୁଲ ବଉଳବେଣୀ

Sunil Chandra Nayak

ରାଧାମୋହନ ପୂଜାହାରୀ ଙ୍କ କବିତା – ମୁଁ ଫୁଲଟିଏ….ମୋତେ ଫୁଟିବାକୁ ଦିଅ”

Sunil Chandra Nayak

Leave a Comment

error: Content is protected !!