ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା କଂଗ୍ରେସ କିମିଟି ପକ୍ଷରୁ ନୂଆଖାଇ ଭେଟଘାଟ ରେ ଦୁଲୁକିଲା ଖଡ଼ିଆଳ

ନୂଆପଡା,-: ନୂଆପଡା ଜିଲ୍ଲା କଂଗ୍ରେସ କିମିଟି ପକ୍ଷରୁ ନୂଆଖାଇ ଭେଟଘାଟ ଏବଂ ସ୍ଵାଂଗତ ସମ୍ବର୍ଦ୍ଧନା ସଭା ବିଶାଳ ରେଲି ରେ କଂଗ୍ରେସର ନେତା ଯୋଗଦାନ କରିଛନ୍ତି। ଏହି ଉପଲକ୍ଷେ ବିଶାଳ ରେଲି ଖଡ଼ିଆଳ ସ୍ଥିତ ଜଂଗଲ ବିଭାଗ ଡାକ ବଙ୍ଗଳା ଠାରୁ ଆରମ୍ଭ ହୋଇ ଖଡ଼ିଆଳ ପରିକ୍ରମା ପରେ ସଭାସ୍ଥଳ ରାଜା ଅର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆ କୁ ପହଞ୍ଚି ଛନ୍ତି । ଏହି ବିଶାଳ ରେଲି କାର୍ଯ୍ୟକ୍ରମ କୁ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ନେତୃତ୍ବରେ ଅନୁଷ୍ଠିତ ହେଉଅଛି। ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ଚନ୍ଦ୍ର ପଟ୍ଟନାୟକ ଦାୟିତ୍ବ ନେବା ପରେ ପ୍ରଥମ ଗସ୍ତ ନେଇ ସମ୍ବର୍ଦ୍ଧନା ଦିଆଯିବ। ବିଶାଳ ରେଲି ରେ କଂଗ୍ରେସ ର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାଶ, କୋରାପୁଟ ତାରା ପ୍ରଶାଦ ବାହିନୀପତି, ସୁରେଶ ରାଉତରାୟ , କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା,ରମେଶ କୁମାର ଜେନା, ଦାଶରଥି ଗମାଙ୍ଗୋ ବହୁ ତୁଙ୍ଗ ନେତା ଯୋଗ ଦେଇଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆତ୍ମ ନିର୍ଭର ଶିଳ ଭାରତ ଗଠନ ପାଇଁ ଯୁବ ସମାଜ ର ଭୂମିକା ଗୁରୁତ୍ୱପୂର୍ଣ୍ଣ

Sunil Chandra Nayak

କବିତା ସାହୁ ଙ୍କ କବିତା ଭଗବାନ ବୁଦ୍ଧଦେବ

ଉଛୁଲା ଗାଁର ସୀମାନ ଶବର ବିଦ୍ଯୁତ ଆଘାତ ଘଟଣା ୨୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ମୂଖ୍ଯ ସଚ୍ଚିବଙ୍କୁ ନିର୍ଦ୍ଦେଶ ଦେଲେ ଜାତୀୟ ମାନବ ଅଧିକାର କମିଶନ

Sunil Chandra Nayak

Leave a Comment

error: Content is protected !!