ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କେଲା ରେ ଦୁର୍ବୁତ୍ତ ମାନଙ୍କ ଉତ୍ପାତ ବଢୁଛି

ଉତ୍କେଲା,୦୭/୧୦, (ମ ନି ସ ) କେସିଙ୍ଗା ଥାନା ଅନ୍ତର୍ଗତ ଉତ୍କେଲା ପେଟ୍ରୋଲ ପମ୍ପ ପାଖରେ ଲଗାତାର କିଛି ଦିନ ହେଲା କେତେକ ଦୁର୍ବୁତ୍ତ ଗାଡି ଡ୍ରାଇଭର ମାନଙ୍କ ଠାରୁ ଲୁଟମାର କରି ମୋବାଇଲ ଟଙ୍କା ପଇସା ଛଡାଇ ନେଉଥିବା ବେଲେ ଡ୍ରାଇଭର ଗୁଡାକ ବାହାର ରାଜ୍ୟର ଥିବାରୁ ଆହୁରି ହଇରାଣ ହେବୁ ଡରରେ କେହି ଅଭିଯୋଗ କରୁନଥିବା ଶୁଣାଯାଉଛି। ପଅର ଦିନ ପେଟ୍ରୋଲ ପମ୍ଫ ପାଖ ଢାବା ରେ ଦୁଇ ଡ୍ରାଇଭର ଗାଡି ରଖି ଶୋଇଥିବା ସମୟରେ ତାଙ୍କରି ପକେଟ କାଟି ପଇସା ନେଇଥିବା ପୋଲିସ ରେ ଅଭିଯୋଗ କରିଥିବା ବେଲେ ପୁଣି ଗୁରବାର ରାତିରେ ଡ୍ରାଇଭର ମାନଙ୍କ ଠାରୁ ଲୁଟ ହୋଇଥିବା ଜଣାପଡିଛି। ଏଥିପ୍ରତି ଦୃଷ୍ଟି ଦେଇ ପୋଲିସ କଡାକଡି ପେଟ୍ରୋଲିଂ କରିବାକୁ ସାଧାରଣରେ ଦାବୀ ହେଉଛି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

 

Related posts

ପିଡିଏସ୍ ନାଇଟ୍ ଡ୍ୟାନ୍ସ ଓ ମଡେଲିଂ ଚାମ୍ପାଅନସିପ୍-୨ ର ଫାଇନାଲରେ ପହଞ୍ଚିଛନ୍ତି ଉମରକୋଟର ଝିଅ ପାୟଲ

Sunil Chandra Nayak

ମର୍ମନ୍ତୃତ ସଡକ ଦୃଘଟଣା ୪ ମୃତ ୧ ଗୁରୁତର

Sunil Chandra Nayak

ଜଣା ଅଜଣା _ ଚାଉଳ ରେ ସୁନ୍ଦରାକାଣ୍ଡ ଲେଖି ରେକର୍ଡ

Sunil Chandra Nayak

Leave a Comment

error: Content is protected !!