ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କେଲା ରେ ଦୁର୍ବୁତ୍ତ ମାନଙ୍କ ଉତ୍ପାତ ବଢୁଛି

ଉତ୍କେଲା,୦୭/୧୦, (ମ ନି ସ ) କେସିଙ୍ଗା ଥାନା ଅନ୍ତର୍ଗତ ଉତ୍କେଲା ପେଟ୍ରୋଲ ପମ୍ପ ପାଖରେ ଲଗାତାର କିଛି ଦିନ ହେଲା କେତେକ ଦୁର୍ବୁତ୍ତ ଗାଡି ଡ୍ରାଇଭର ମାନଙ୍କ ଠାରୁ ଲୁଟମାର କରି ମୋବାଇଲ ଟଙ୍କା ପଇସା ଛଡାଇ ନେଉଥିବା ବେଲେ ଡ୍ରାଇଭର ଗୁଡାକ ବାହାର ରାଜ୍ୟର ଥିବାରୁ ଆହୁରି ହଇରାଣ ହେବୁ ଡରରେ କେହି ଅଭିଯୋଗ କରୁନଥିବା ଶୁଣାଯାଉଛି। ପଅର ଦିନ ପେଟ୍ରୋଲ ପମ୍ଫ ପାଖ ଢାବା ରେ ଦୁଇ ଡ୍ରାଇଭର ଗାଡି ରଖି ଶୋଇଥିବା ସମୟରେ ତାଙ୍କରି ପକେଟ କାଟି ପଇସା ନେଇଥିବା ପୋଲିସ ରେ ଅଭିଯୋଗ କରିଥିବା ବେଲେ ପୁଣି ଗୁରବାର ରାତିରେ ଡ୍ରାଇଭର ମାନଙ୍କ ଠାରୁ ଲୁଟ ହୋଇଥିବା ଜଣାପଡିଛି। ଏଥିପ୍ରତି ଦୃଷ୍ଟି ଦେଇ ପୋଲିସ କଡାକଡି ପେଟ୍ରୋଲିଂ କରିବାକୁ ସାଧାରଣରେ ଦାବୀ ହେଉଛି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

 

Related posts

ଉତ୍କେଲା ସରସ୍ବତୀ ଶିଶୁ ମନ୍ଧିର ରେ ଜନ୍ମାଷ୍ଟମି ପାଳିତ

Sunil Chandra Nayak

ଧର୍ମଗଡ଼ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!