ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଲଣ୍ଡିଆମୁଣ୍ଡା ରେ ଗଜଲକ୍ଷ୍ମୀ ପୂଜା

କର୍ଲାମୁଣ୍ଡା: କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ ର ରିଷିଡା ସଲଣ୍ଡିଆମୁଣ୍ଡା ଠାରେ ଗଜଲକ୍ଷ୍ମୀ ପୂଜା ମହାସମାରୋହ ରେ ଅନୁଷ୍ଠିତ ହେଉଛି l ଚଳିତ ବର୍ଷ ଏହା ଏକାଦଶ ବର୍ଷରେ ପଦାର୍ପଣ କରିଛି l ପ୍ରଥମ ରଜନୀରେ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ପୂଜକ ଭାବେ ରୁଦ୍ରଦେବ ଦାସ ପୂଜାକାର୍ଯ୍ୟ ସମ୍ପାଦନ କରୁଥିବା ବେଳେ କର୍ତ୍ତା ଭାବେ ହୃଷିକେଶ ଭୋଇ ସସ୍ତ୍ରିକ ରହିଛନ୍ତି l ପୂଜା କମିଟି ସଭାପତି ବାବୁଲି ଚରଣ ପରିଡା, ସମ୍ପାଦକ ନରୋତ୍ତମ ସେଲମା, ବାସୁଦେବ ସେଲମା, ହେମନ୍ତ ଭୋଇ, ରଞ୍ଜନ ନାଏକ, ପାର୍ଥ ସାହୁ, ସୁନୀଲ ବେହେରା, ମାୟାଧର ଭୋଇ, ଲଛମନ ଭୋଇ,,ନରେନ୍ଦ୍ର ସେଲମା,ଅଶୋକ ପାତ୍ର,ଯୁଧିଷ୍ଠିର ସାହୁ,ଅକୁର ବାଗ,ସିପୁନ,ଦିପୁନ,ପିଙ୍କୁ, ଜିତୁ, ଲିଙ୍କୁ, ତନ୍ମୟ, ସୋନୁ, ପିୟୁଷ, ,ମୁକେଶ ସହଯୋଗ କରୁଛନ୍ତି l ଡ୍ୟାନ୍ସ କାର୍ଯ୍ୟକ୍ରମ କୁ ମଧୁସୂଦନ ବାଗ ସଂଯୋଜନା କରିଥିବା ବେଳେ ବିଚାରକ ଭାବେ ଭାଗିରଥି ଷଡ଼ଙ୍ଗୀ, ରଘୁରାଜ ସାହୁ, ସଂଜୀବ ନାଗ ଯୋଗଦେଇଥିଲେ l ସାଉଣ୍ଡ ରେ ସିଲୁ ତ୍ରିପାଠୀ ଥିବାବେଳେ ସଂଯୋଜକ ଙ୍କୁ ଶୁଭ୍ରାଂଶୁ ଶୁଭ୍ରଜିତ ସେଲମା ସହାୟତା ଦେଇଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଅବିନାଶ ମହାପାତ୍ର ଙ୍କ କବିତା ଜୀବନ ଡଙ୍ଗା 

Sunil Chandra Nayak

ଲଡୁଗାଁ ଦୁର୍ଗାପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ

Sunil Chandra Nayak

ଯୁବକ ର ଆକ୍ରମଣ ରେ କଲେଜ ଛାତ୍ରୀ ଗୁରୁତର

Sunil Chandra Nayak

Leave a Comment

error: Content is protected !!