ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକାଶ କୁମାର ମିଶ୍ର  ଙ୍କ କବିତା ସ ମ ୟ ର ସୁ ଅ 

  ସ ମ ୟ ର ସୁ ଅ 

ପ୍ରକାଶ କୁମାର ମିଶ୍ର 

ମନର ଦରଜ   
                   ଦୁଃଖର କରଜ
ସୁଝିତ ନ ପା ରେ ପୁ ଅ,
ସେନେହ ଶରଧା 
        ‌ ଆଦର ଯତନ
ଭୁଲି ସେ ଦି ଅ ଇ ଲୁ ହ ।
ଏତ ସ ମ ୟ ର ସୁ ଅ….
        ଏତ ସ ମ ୟ ର ସୁଅ ।।
ଛୋଟ ଥିବ ଯେବେ
            ଭାବେନି କେ କେବେ
ପୁଅ ତ ଆ ମ ର ନୁହଁ,
ଗେଲ ବ ସ ର ରେ
              ପା ଳ ନ୍ତି ସ ର ବେ
ଆଖିରେ ନା ଚେ ତା ମୁହଁ ।
ଏତ ସଂ ସା ର ର ମୋହ….
  ଏତ ସଂ ସା ର ର ମୋହ ।।
ଶୁଣି ତା ର ଅ ଳି
             ମାଆ କ ରେ କ ଳି
ଧନ ଠୁ’ ବ ଡ଼ କେ ନୁହଁ ,
ଶୁଖିଚି ତା ମୁଖ
                  କାହିଁ ପାଇଁ ଦେଖ
ଯାହା ସେ ମା ଗୁ ଛି ଦିଅ ।
ଇଏ ‘ ତ ଆ ମ ର ପୁଅ…..
    ପୋଛିବ ଆ ଖି ରୁ ଲୁହ ।।
କରିଲେ ଆକଟ 
                   ଆସ‌ଇ ସଂକଟ
ଦେଖିତା ବି କ ଟ ମୁହଁ,
ଅଭାବରେ ପଡ଼ି
                  ସ୍ବଭାବ ହାରିଲେ
  ଆସ‌ଇ ମ ନ ରେ କୋହ ।।
ଏ”ତ ମ ମ ତା ର ଲୁହ…..,
       କିଏବା ନ ଜାଣେ କୁହ,
ମନ ହେଉଥାଏ  
                 ଧନ ପାଇଁ ମୋର
କି ଣି ବି ସୁନାର ଚାନ୍ଦ ,
ନିଜ ଠାରୁ କାଟି  
                   କାହାକୁ ନ ବାଣ୍ଟି
ସବୁଠି ହୁ ଅ ଇ ମନ୍ଦ ।
ଏତ ସଂ ସା ର ର ମୋହ …..,
କିଏ ବା ନ ଜା ଣେ କୁ ହ ।।
ହେଲା ସେ ଯୁବକ ।
                ହଜିଲା ବି ବେ କ
ନ‌ଇଁଲା ଅ ଣ୍ଟା ଆ ମ ର
କରିବ ସେ ଘର 
                  ‌ ହେବୁ ସାତପର
କଣ୍ଟା ହେବୁ ତା’ ବା ଟ ର ।
ଏତ ମ ମ ତା ର ମୂଲ …..,
        ଭଲ ହୋଇଯିବ ଭେଲ।।
ଦିଶେ ଜଳ ଜଳ  
                     ସବୁ ତ ନିଷ୍ଫଳ
ଏ ଆମ ଫ ଟା କ ପା ଳ,
ଦେବ କି ନଦେବ
                   କେ କହି ପାରିବ
ମ ଲା ବେ ଳେ ଟିକେ ଜଳ ।
ଏତ ସଂସାରର ଖେଳ…….,
        ଏତ ସଂସାରର ଖେଳ ।।
ହେଲେ ବି ଅଲୋଡା
                  ଯେତେ ଅସଜଡା
ମାଆ’ଙ୍କୁ ଗୁହାରି ମୋ’ର,
ତା ପାଇଁ ଅଜଣା
                ହେଉ ମୋ ଗଞ୍ଜଣା
ଆମେ ତ ଝଡା ପ ତ ର……,
ସେତ ସମୟର ସୁଅ ।
          ସେତ ସମୟର ସୁଅ ।।
   

ପ୍ରକାଶ କୁମାର ମିଶ୍ର 

କୋରାପୁଟ

Related posts

ପ୍ରଣତି ମହାପାତ୍ର ଙ୍କ କବିତା ଜୟ ବିନାୟକ

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ

Sunil Chandra Nayak

କୋକସରା ଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଅଧିବାସ ଓ ବିଲ୍ଵବରଣ

Sunil Chandra Nayak

Leave a Comment

error: Content is protected !!