ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁସୁମି ବ୍ଳକର ଦୁଇ ଓସିଏସ ସଫଳ ପରୀକ୍ଷାର୍ଥୀ ବିଜେଡି ଦ୍ଵାରା ସମ୍ବର୍ଦ୍ଧିତ 

ମୟୂରଭଞ୍ଜ -୧୨/୧୦/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ଵାମନଘାଟୀ ଉପଖଣ୍ଡରେ ଚଳିତବର୍ଷ ଓସିଏସ ପରୀକ୍ଷାରେ ୧୧ ଜଣ ସାଫଲ୍ଯ ଲାଭ କରିଛନ୍ତି । ତନ୍ମଧ୍ୟରୁ କୁସୁମି ବ୍ଳକର ଦୁଇ ସଫଳ ପରୀକ୍ଷାର୍ଥୀ ରାଇମାତ ଟୁଡୁ ଏବଂ ସଲମା ମାଝୀଙ୍କୁ ବ୍ଳକ ବିଜେଡି ତରଫରୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି । କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସଂପାଦକ ମହେଶ ହେମ୍ବ୍ରମ,କୁସୁମି ଭିଡିଓ ଲକ୍ଷ୍ମଣ ସୋରେନ,କୁସୁମି ବ୍ଳକ ଅଧ୍ଯକ୍ଷା ମାଧେ ପୂର୍ତି, ଗୋବିନ୍ଦ ଭାଇ,ଟନି ଦାସ,ମୁନା କାରୁଆ,ରାଜା ଭାଇ,କବିଙ୍କୁ ସାହୁ,ରାଜୁ ଗିରି ,ନବିନ ଦାସ,ଅଜୁ ସାହୁ ପ୍ରମୁଖ ଅନ୍ୟ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପଂଚାୟତ ଚାଉଳ ହଡ଼ପ ଅଭିଯୋଗ ତଦନ୍ତ କଲେ ଉପଜିଲ୍ଲାପାଳ

Sunil Chandra Nayak

ସଫଳା ଦାସ ଙ୍କ କବିତା ଧାରେ ହସ

ବୁଏରଗାଁ ଠାରେ କସ୍ତୁର୍ବା ଗାନ୍ଧୀ ବାଳିକା ବିଦ୍ୟାଳୟ ଅତିରକ୍ତ ଶ୍ରେଣୀ ଗୃହ ନିର୍ମାଣ ନେଇ ଶିଳାନ୍ୟାସ 

Sunil Chandra Nayak

Leave a Comment

error: Content is protected !!