ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁସୁମି ବ୍ଳକର ଦୁଇ ଓସିଏସ ସଫଳ ପରୀକ୍ଷାର୍ଥୀ ବିଜେଡି ଦ୍ଵାରା ସମ୍ବର୍ଦ୍ଧିତ 

ମୟୂରଭଞ୍ଜ -୧୨/୧୦/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ଵାମନଘାଟୀ ଉପଖଣ୍ଡରେ ଚଳିତବର୍ଷ ଓସିଏସ ପରୀକ୍ଷାରେ ୧୧ ଜଣ ସାଫଲ୍ଯ ଲାଭ କରିଛନ୍ତି । ତନ୍ମଧ୍ୟରୁ କୁସୁମି ବ୍ଳକର ଦୁଇ ସଫଳ ପରୀକ୍ଷାର୍ଥୀ ରାଇମାତ ଟୁଡୁ ଏବଂ ସଲମା ମାଝୀଙ୍କୁ ବ୍ଳକ ବିଜେଡି ତରଫରୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି । କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସଂପାଦକ ମହେଶ ହେମ୍ବ୍ରମ,କୁସୁମି ଭିଡିଓ ଲକ୍ଷ୍ମଣ ସୋରେନ,କୁସୁମି ବ୍ଳକ ଅଧ୍ଯକ୍ଷା ମାଧେ ପୂର୍ତି, ଗୋବିନ୍ଦ ଭାଇ,ଟନି ଦାସ,ମୁନା କାରୁଆ,ରାଜା ଭାଇ,କବିଙ୍କୁ ସାହୁ,ରାଜୁ ଗିରି ,ନବିନ ଦାସ,ଅଜୁ ସାହୁ ପ୍ରମୁଖ ଅନ୍ୟ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବବି ଜୈନ୍ ଙ୍କ କବିତା #ହାଇକୁ

Sunil Chandra Nayak

କାର୍ତ୍ତିକ ପୂର୍ଣ୍ଣିମା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସକଳ ଘଟେ ନାରାୟଣ

Sunil Chandra Nayak

Leave a Comment

error: Content is protected !!