ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋରୁମହିଷାଣୀ ଥାନା:ଆମଦାବେଡା ଗ୍ରାମରେ ଯୁବକର ଝୁଲନ୍ତା ଶବ ପୋଲିସ ଦ୍ବାରା ଉଦ୍ଧାର

 ମୟୂରଭଞ୍ଜ ୧୨/୧୦/୨୨(ମସିହା) ଦିନକୁ ଦିନ ଯୁବ ଗୋଷ୍ଠୀ ମଧ୍ୟରେ ଆତ୍ମହତ୍ୟା ବୃଦ୍ଧି ପାଉଛି ଯାହାକୁ ନେଇ ସମସ୍ତେ ଚିନ୍ତିତ । ଅକାଳରେ ଝରି ପଡୁଛନ୍ତି ବହୁ ଯୁବଗୋଷ୍ଠୀ । ସୂଚନାଯୋଗ୍ୟ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଆମଦାବେଡା ଗ୍ରାମର ଯୋଗେନ୍ଦ୍ର ହେମ୍ବ୍ରମ ((୪୫) ଗତକାଲି ରାତି ୯/୯.୩୦ ଟା ପାଖାପାଖି ସମୟରେ ଘର ଭିତରେ ଫାଶୀ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଆଜି ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧୮/୨୨ ରୁଜୁ କରି ଶବକୁ ରାଇରଙ୍ଗପୁର ହସ୍ପିଟାଲରେ ବ୍ୟବଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । କେଉଁ ପରିସ୍ଥିତିରେ ଯୁବକ ଜଣକ ଆତ୍ମହତ୍ୟା କଲେ ତାହାର ତଦନ୍ତ ସାପେକ୍ଷ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସମସେରପଦର ମଧ୍ୟ।ନ୍ନ ଭୋଜନରେ ଛାତ୍ର ଛାତ୍ରୀଙ୍କ ଅର୍ଥ ଆତ୍ମସାତ ଅଭିଯୋଗ

Sunil Chandra Nayak

ରୀକ୍ଷିରାମ ମେହେର ଙ୍କ କବିତା ମୁଠାଏ ସପନ 

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ବିଷୁବ ସଂକ୍ରାନ୍ତି 

Sunil Chandra Nayak

Leave a Comment

error: Content is protected !!