ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ଜ଼ିଲ୍ଲା ରେ ହାଇସ୍କୁଲ ଶିକ୍ଷକ ସଙ୍ଘ ଗଠିତ

ନବରଙ୍ଗପୁର୧୯/୧0 ଆଦିବାସୀ ବହୁଳ ନବରଙ୍ଗପୁର ଜ଼ିଲ୍ଲା ରେ କାର୍ଯ୍ୟରତ ହାଇସ୍କୁଲ ଶିକ୍ଷକ ମାନଙ୍କୁ ନେଇ ଏକ ଶିକ୍ଷକ ସଙ୍ଘ ଗଠନ ହୋଇ ଯାଇଛି l ନବରଙ୍ଗପୁର ଜ଼ିଲ୍ଲା ର ସର୍ବ ପୁରାତନ ରାଜା ଚୈତନ୍ୟ ଦେବ ହାଇସ୍କୁଲ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ନୂତନ ଶିକ୍ଷକ ସଙ୍ଘ ର କର୍ମକର୍ତ୍ତା ଙ୍କୁ ଚୟନ କରାଯାଇଛି l ଏହି ନୂତନ ସଙ୍ଘର ସଭାପତି ଭାବେ ବରିଷ୍ଠ ଶିକ୍ଷକ ନଳିନୀ କାନ୍ତ ପାତ୍ର, ଉପସଭାପତି ଭାବେ ମିନାକ୍ଷୀ ଡାକୁଆ, ସେହିଭଳି ସମ୍ପାଦକ ଭାବେ କମଳ ଲୋଚନ ହଲୱା, ଯୁଗ୍ମ ସମ୍ପାଦକ ଭାବେ ଭବାନୀ ବିଷୋୟୀ, ଅନୁରାଗ ମାଝୀ, ରାଜ୍ୟ ଇ. ସି. ମେମ୍ବର ଭାବେ କମଳାକାନ୍ତ ରାଉତ ଏବଂ ଅରୁଣ ଗିରି ଙ୍କୁ ଚୟନ କରାଯାଇଛି l ଏହି ସଙ୍ଘ ମାଧ୍ୟମରେ ଶିକ୍ଷକ ଙ୍କ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରାଯିବ ବୋଲି ନବ ନିର୍ବାଚିତ ପଦାଧିକାରୀ ମାନେ ଜଣାଇଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ବରିଷ୍ଠ ଯାଦବ ନେତା ତଥା ବାଗପୁର ପୂର୍ବତନ ସରପଂଚ ଦୋଳ ଚନ୍ଦ୍ର ବାଗ ଙ୍କ ଦେହାନ୍ତ

Sunil Chandra Nayak

ରାଜସ୍ବ ଗୃହ ନିର୍ମାଣ ଚାଲିଛି , ସରପଞ୍ଚ ଜାଣି ନାହାନ୍ତି କେଉ ବିଭାଗ ଓ କେତେ ଟଙ୍କା ବ୍ୟୟରେ କାର୍ଯ୍ୟ ହେଉଛି l

Sunil Chandra Nayak

ବୀରଚକ୍ର ଶହୀଦ ନାଏବ୍ ସୁବେଦାର୍ ନୁଦୁରାମ ସୋରେନଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଶୁଭ ଅନାବରଣରେ ଯୋଗ ଦେଲେ ମନ୍ତ୍ରୀ ଅଶ୍ବୀନୀ ପାତ୍ର ଓ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ

Sunil Chandra Nayak

Leave a Comment

error: Content is protected !!