ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୀପାବଳି ରେ ଗରିବ ଙ୍କୁ ବସ୍ତ୍ର ବାଣ୍ଟିଲେ ସମାଜସେବୀ 

ଚନ୍ଦାହାଣ୍ଡି (ମ ନି ସ) ଚନ୍ଦାହାଣ୍ଡି ବ୍ଲକ୍ ର ମୋହରା ପଞ୍ଚାୟତ ଅଧିନସ୍ଥ ପୂଜାରୀଗୁଡା ଓ ଚନ୍ଦାହାଣ୍ଡି ପଞ୍ଚାୟତ ର ହଳଦୀଗ୍ରାମ ଓ ପଡୋଶୀ ଛତିଶଗଡ଼ ର ବିଭିନ୍ନ ଗ୍ରାମରେ ଦୀପାବଳି ପରିପ୍ରେକ୍ଷୀରେ ରେ ଦଳିତ ଆଦିବାସୀ ବସ୍ତି ସମେତ ସମସ୍ତ ଗ୍ରାମରେ ସାଢି,ଧୋତି, ଲୁଙ୍ଗୀ ଓ ଗାମୁଛା ଆଦି ବଣ୍ଟନ କରାଯାଇଛି। ସମାଜ ସେବୀ ଦିଲିପ ଦାସ୍ ଉଭୟ ଗ୍ରାମ ବୁଲି ବୁଲି ଗରିବ ନିଃସହାୟ ଙ୍କ ଘରେ ପହଂଚି ସେମାନ ଙ୍କୁ ବସ୍ତ୍ର ପ୍ରଦାନ କରିବା ସହ ଗୋବର ନିର୍ମିତ ଦୀପ ବଣ୍ଟନ କରିଛନ୍ତି। ପ୍ରକାଶ ଯେ ଦୀପାବଳୀ ଦିନ ଧନୀକ ଶ୍ରେଣୀର ଘରେ ହସ ଖୁସି ରେ ଦୀପାବଳୀ ଉତ୍ସବ ପାଳନ କରୁଥିବା ବେଳେ ଗରିବ ଙ୍କ ଘରେ ଯେପରି ନୂତନ ବସ୍ତ୍ର ପରିଧାନ କରି ଦୀପାବଳୀ ପାଳନ କରିବେ ସେ ପ୍ରୟାସ ରେ ପ୍ରତେକ୍ ବର୍ଷ ସେ ଏପରି କାର୍ଯ କରି ଆସୁଛନ୍ତି l ତାଙ୍କର ଏତାଦୃଶ କାର୍ଯ କୁ ବିଭିନ୍ନ ମହଲ ରେ ପ୍ରଶଂସା କରାଯାଇଛି।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଢେଙ୍କାନାଳ – ବିରାଶାଳ ଏୟାର ଷ୍ଟ୍ରିପ ବିମାନ ଦୁର୍ଘଟଣା

ଲାଠିକଟା ମହିଳା କୃଷକ ଉତ୍ପାଦକ ସଂଗଠନ ର ପଞ୍ଜିକରଣ ପ୍ରକ୍ରିୟା ଶେଷ.

Sunil Chandra Nayak

ରିମଝିମ୍ କମ୍ପାନୀରେ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ପ୍ରସଙ୍ଗ – ୨୦୨୩ ଜାନୁଆରୀ ଶେଷ ସୁଦ୍ଧା ସମସ୍ତଙ୍କୁ ମିଳିବ ଚାକିରୀ

Sunil Chandra Nayak

Leave a Comment

error: Content is protected !!