ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡ଼ମ କର୍ଲ୍ଲାଖୁଣ୍ଟା ଗ୍ରାମରେ ଲକ୍ଷ୍ମୀ ପୂଜା ୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଅଷ୍ଟ ପ୍ରହର ନାମ ଯଜ୍ଞ 

ମ,ରାମପୁର ,୧୦/୧୨(ମସୀହା): ମ,ରାମପୁର ବ୍ଲକ ଅନ୍ତର୍ଗତ ଡ଼ମ କର୍ଲ୍ଲାଖୁଣ୍ଟା ଗ୍ରାମର ଲାଲଡିଗ୍ରା ପଡ଼ା ରେ ୧୨ ବର୍ଷ ଲକ୍ଷ୍ମୀ ପୂଜା ପୂର୍ତ୍ତି ଅବସରରେ ଅଷ୍ଟ ପ୍ରହର ନାମ ସଂକୀର୍ତ୍ତନ ଅନୁଷ୍ଟିତ ହୋଇଛି l ବୃନ୍ଦାବତୀ ମାଝୀ, ବିରଞ୍ଚି ମାଝୀ, ଉତ୍ତରା କହର , ସନ୍ତୋଷ କହର କର୍ତ୍ତା ଦାୟିତ୍ଵ ତୁଲାଇ ଥିବା ବେଳେ ଏଥିରେ ଅରସକୁପା , ଡୁମରେଗୁଡା, ବେଲୁର, କୁଟ୍ରୁପଲା, ରତନପୁର, ସାଲେପାଲି, ଅଁଲାପାଲି,ସିରଗୁନ ଆଦି ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇଥିଲେ l ଦୟାନିଧି ଭୋଇ, ପିଙ୍କୁ ଭୋଇ, ଅରୁଣ ଭୋଇ, ବିକାଶ କୁମୁରା, ସୁଶିଲ ଭୋଇ, ନେହେରୁ ଭୋଇ, ଗିରିଧାରୀ ମାଝୀ, ପ୍ରମୋଦ କୁମୁରl, ସତ୍ୟବାଦୀ ପୁଟl ଦର୍ଶନ ଭୋଇ, ଗୁରୁଦେବ ମାଝୀ,ନରେଶ କୁମୂରା, ତ୍ରିନାଥ କୁମୁରା, ଟିକେଧର ଭୋଇ, ବୁଲୁ ସେଠୀ ,ବଳରାମ ମାଝୀ, ଡୋଳାମଣି କୁମୁରା ପ୍ରମୁଖ ବିଭିନ୍ନ ଦାୟିତ୍ବ ତୁଲାଇଥିଲେ l ମା ଲକ୍ଷ୍ମୀ ପୂଜା କମିଟୀ ଲାଲଡ଼ିଗରl ପଡ଼ା ର ସମସ୍ତ ସଦସ୍ୟ ଅଷ୍ଟ ପ୍ରହର ନାମ ଯଜ୍ଞ ରେ ସହଯୋଗ କରିଥିଲେ l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଚୋରି ଅଭିଯୋଗରେ ୪ ଗିରଫ

Sunil Chandra Nayak

ମମତା ସାହୁ ଙ୍କ କବିତା ଆହେ ମହାଦେବ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!