ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ   ଙ୍କ କବିତା ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତୀ 

ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତୀ 

 

କବିତା ସାହୁ   

 

ଜ୍ଯେଷ୍ଠ ମାସ ଶେଷ ଆଷାଢ ଉପଗତ 

ଜ୍ଯେଷ୍ଠ ପୂର୍ଣ୍ଣିମାରେ ଶ୍ରୀଜଗନ୍ନାଥ 

ଭାଇ ଭଉଣୀଙ୍କ ସହିତ 

ସ୍ନାନ ମଣ୍ଡପରେ ସ୍ନାନ କରନ୍ତି 

ହୋଇଣ ନାନା ସୁବେଶ। 

 

୨-   ଗଣପତି ଭଟ୍ଟଙ୍କ ବୁଝିଲେ ମନ

      ଗଜାନନ ବେଶେ ଦେଲେ ଦରଶନ 

       ସେବେଠାରୁ ସ୍ନାନ ମଣ୍ଡପରେ 

       ଚତୁର୍ଦ୍ଧାମୂର୍ତ୍ତୀ ଦିଅନ୍ତି ଗଣେଶ ବେଶରେ। 

 

୩- ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର 

        ହୁଅଇ ଅନେକ ନିତି

      ରାଜା ଆସିକରି ବନ୍ଦାଇ ଦିଅଁଙ୍କୁ 

       ଛେରାପହଁରା କରନ୍ତି। 

 

୪- ସବୁ ନୀତିକାନ୍ତି ଶେଷେ ଗଜାନନ ବେଶ 

     ଚତୁର୍ଦ୍ଧାମୂର୍ତ୍ତିଙ୍କର କି ସୁନ୍ଦର ସ୍ବରୂପ 

      ଚତୁଃପାର୍ଶ୍ବରେ ଭୋଗ ର ପସରା

      ଶୁଣ୍ଢ ବଢାଇ ଖାଇବେ ଜଗତ ଠାକୁର ।

ଜୟପୁର

Related posts

ଶ୍ରେଣୀ ଗୃହ ଅଭାବ,ବାରଣ୍ଡାରେ ଚାଲିଛି ଶିକ୍ଷାଦାନ

Sunil Chandra Nayak

ନୂଆପଡା – ବିବାହ ବରାତ ରେ ଡ୍ରାଇଭର ଓ ତାର ଭାଇ କୁ ମରଣାନ୍ତକ ଆକ୍ରମଣ

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ଲଲାଟ ଲିଖନ

Sunil Chandra Nayak

Leave a Comment

error: Content is protected !!