ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିଲୋଚନ ପାଢୀ ଙ୍କ କବିତା ଆଲୋକର ପର୍ବ ଦୀପାବଳୀ

ଆଲୋକର ପର୍ବ ଦୀପାବଳୀ

ତ୍ରିଲୋଚନ ପାଢୀ

 (ଶିକ୍ଷକ )
ମହାକାର୍ତ୍ତିକର
ଅମାବାସ୍ୟା ତିଥି 
ଅଟଇ ଟି ଦୀପାବଳୀ 
ଆଲୋକର ପର୍ବ 
ଏହି ପର୍ବ ଅଟେ 
ପୂଜା ହୁଅନ୍ତି ମା କାଳୀ l
ପିତୃପକ୍ଷ ଶ୍ରାଦ୍ଧ 
ହୁଏ ଦୀପାଳୀରେ 
କାଉଁରିଆ କାଠି ଜାଳି 
ବଡ଼ବଡୁଆଙ୍କୁ 
ଡକା ହୋଇଥାଏ 
ପୂର୍ବ ପୁରୁଷଙ୍କୁ ସ୍ମରି l
ଆଲୋକର ପର୍ବ 
ଅଟେ ଦୀପାବଳୀ 
ମଠ, ମନ୍ଦିରଠୁ ଘର 
ଆଲୋକମାଳାରେ 
ସାଜସଜ୍ଜା ହୁଏ 
ଦୀପମାଳାର ସମ୍ଭାର l
ସହରଠୁ ଗାଁ 
ପୂଜା ମଣ୍ଡପରେ 
ବିଜେ ମା ଶ୍ୟାମାକାଳୀ 
ଭକ୍ତି, ନିଷ୍ଠା ସହ 
ଧର୍ମ ଭାବନାର 
ପର୍ବ ଅଟେ ଦୀପାବଳୀ ll
ସମ୍ପାଦକ, ସମ୍ବାଦ ସାହିତ୍ୟ ଘର, ନାଉଗାଁ 
ସା, ପୋ :-ନନ୍ଦିଗ୍ରାମ 
ଭାୟା :-ନାଉଗାଁ ହାଟ 
ଜିଲ୍ଲା :-ଜଗତସିଂହପୁର 

Related posts

ବେଲପାଳ ପଂଚାୟତ ପଲ୍ଲୀ ରେ ପ୍ରଶାସନ କାର୍ଯ୍ୟକ୍ରମ ରେ ବ୍ଲକ ଅଧିକାରୀ ସହ କର୍ମଚାରୀ ଙ୍କ ଦେଖା ମିଳିଲା ନାହିଁ 

Sunil Chandra Nayak

ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସାକ୍ଷାତ

Sunil Chandra Nayak

ଚୋର,ଡକାୟତ ଙ୍କ ନା ରେ ଅଂଚଳ ବାସୀ ଭୟଭୀତ, ଯୁବ ଗୋଷ୍ଟି ଦେଉଛନ୍ତି ଗାଁରେ ରାତ୍ର ପହରା

Sunil Chandra Nayak

Leave a Comment

error: Content is protected !!