Uncategorizedତ୍ରିଲୋଚନ ପାଢୀ ଙ୍କ କବିତା ଆଲୋକର ପର୍ବ ଦୀପାବଳୀ by Sunil Chandra NayakOctober 24, 2022066 Share0 ଆଲୋକର ପର୍ବ ଦୀପାବଳୀ ତ୍ରିଲୋଚନ ପାଢୀ (ଶିକ୍ଷକ ) ମହାକାର୍ତ୍ତିକର ଅମାବାସ୍ୟା ତିଥି ଅଟଇ ଟି ଦୀପାବଳୀ ଆଲୋକର ପର୍ବ ଏହି ପର୍ବ ଅଟେ ପୂଜା ହୁଅନ୍ତି ମା କାଳୀ l ପିତୃପକ୍ଷ ଶ୍ରାଦ୍ଧ ହୁଏ ଦୀପାଳୀରେ କାଉଁରିଆ କାଠି ଜାଳି ବଡ଼ବଡୁଆଙ୍କୁ ଡକା ହୋଇଥାଏ ପୂର୍ବ ପୁରୁଷଙ୍କୁ ସ୍ମରି l ଆଲୋକର ପର୍ବ ଅଟେ ଦୀପାବଳୀ ମଠ, ମନ୍ଦିରଠୁ ଘର ଆଲୋକମାଳାରେ ସାଜସଜ୍ଜା ହୁଏ ଦୀପମାଳାର ସମ୍ଭାର l ସହରଠୁ ଗାଁ ପୂଜା ମଣ୍ଡପରେ ବିଜେ ମା ଶ୍ୟାମାକାଳୀ ଭକ୍ତି, ନିଷ୍ଠା ସହ ଧର୍ମ ଭାବନାର ପର୍ବ ଅଟେ ଦୀପାବଳୀ ll ସମ୍ପାଦକ, ସମ୍ବାଦ ସାହିତ୍ୟ ଘର, ନାଉଗାଁ ସା, ପୋ :-ନନ୍ଦିଗ୍ରାମ ଭାୟା :-ନାଉଗାଁ ହାଟ ଜିଲ୍ଲା :-ଜଗତସିଂହପୁର