ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲିମାଫିଆଙ୍କ ବିରୋଧରେ ପୋଲିସ ର କାର୍ଯ୍ୟାନୁଷ୍ଠାନ

ବୌଦ୍ଧ-25/10- ଆକ୍ସନ ମୋଡ଼ରେ ପୋଲିସ l ହରଭଙ୍ଗା ପୋଲିସ ଦ୍ୱାରା ଚଢ଼ାଉ କରାଯାଇ ତିନିଟି ହାଇୱା ଜବତ କରାଯାଇଥିବା ସୂଚନା ମିଳିଛି l 23 ଓ 24 ତାରିଖ ଚଢ଼ାଉ କରାଯାଇ ବେଆଇନ ବାଲି ଚାଲାଣ କରାଯାଉଥିବା ହାଇୱା କୁ ଜବତ କରାଯାଇଛି l ହରଭଙ୍ଗା ପୋଲିସ କେ୍ସ ନମ୍ବର 97,98 ଓ 99 ତା.24/10/22 W/S 479 IPC r/ w ସେକ୍ସନ 21 ଏମ ଏମ ଡି ଆର ଆକ୍ଟ ସେକସନ 51 ମାଇନର ମିନେରାଲ କଂସେସନ ରୁଲ 16 ଅନୁସାରେ ଚାରିଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ସେହିପରି ପୁରୁଣାକଟକ ଥାନା ଅଂଚଳରୁ ଚୋରା ବାଲି ଲୋଡ଼ ହୋଇଥିବା ଦୁଇଟି ହାଇୱା କୁ ମଧ୍ୟ ଜବତ କରାଯାଇଛି l ପୁରୁଣାକଟକ ପୋଲିସ କେ୍ସ ନମ୍ବର 59 ତା.24/10/22 ରେ ମାମଲା ରୁଜୁ କରାଯାଇ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ l

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ପୁଣି ଭାଙ୍ଗିଲା ଅପ୍ରୋଚ  ରୋଡ଼,, ଜୁନାଗଡ -ଧର୍ମଗଡ ଜାତୀୟ ରାଜପଥ ରେ ଯାତାୟତ ଠପ, ଅସ୍ଥାୟୀ ପୋଲ ଉପରେ ୨ରୁ ୩ଫୁଟ ପାଣି

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ଆମ ବାଡି ଆମ ଅଗଣା

ଦିବ୍ୟଜୀବନ ସଂଘ ରାଉରକେଲା ଶାଖା ତରଫରୁ ଗୁରୁପୂର୍ଣିମା ପାଳିତ

Sunil Chandra Nayak

Leave a Comment

error: Content is protected !!