ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କର୍ମଚାରୀ ରାଜ୍ୟ ବୀମା ନିଗମର ପଶ୍ଚିମ ଓଡ଼ିଶା ଓ ଇଏସଆଇସି ମଡେଲ୍ ହସପିଟାଲ,ରାଉରକେଲା ପ୍ରତି ଉଦ୍ଦେଶ୍ୟମୂଳକ ବୈମାତୃକ ମନୋଭାବ ବିରୁଦ୍ଧରେ ହିନ୍ଦ୍ ମଜଦୂର ସଭାର ସାମ୍ୱାଦିକ ସମ୍ମିଳନୀ

ରାଉରକେଲା/ ହିନ୍ଦ୍ ମଜଦୂର ସଭା ସହବନ୍ଧିତ ସୁନ୍ଦରଗଡ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭା ଆୟୋଜନ କ୍ରମେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। କାରଣ ଗତ ୧୯ବର୍ଷ ପୂର୍ବେ ଅର୍ଥାତ୍ ତା ୧.୫.୨୦୦୩ ମସିହାରେ ସାରା ଦେଶରେ ଇଏସଆଇସି ମଡେଲ୍ ହସପିଟାଲ ସମସ୍ତ ରାଜ୍ୟର ରାଜଧାନୀରେ ପ୍ରତିଷ୍ଠା ହୋଇ ଥିବା ବେଳେ ଓଡ଼ିଶାରେ ଏହା ରାଉରକେଲା ଠାରେ ହିତାଧିକାରୀଙ୍କ ସଂଖ୍ୟା ଓ ସ୍ଵାସ୍ଥ୍ୟ ସମସ୍ୟା ଉପରେ ନଜର ଦେଇ ରାଜ୍ୟ ସରକାର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିବାରୁ ଏଇଦିନ ଠାରୁ ରାଉରକେଲାରେ ଏହି ମଡେଲ୍ ହସପିଟାଲରେ ରେ ୫୦ଶଯ୍ୟା ବିଶିଷ୍ଟ କରାଯାଇଥିଲା। ଏହାପରେ ସାରାଦେଶରେ ସମସ୍ତ ମଡେଲ ହସ୍ପିଟାଲ ଉଚ୍ଚ କୋଟୀର ସ୍ଵାସ୍ଥ୍ୟ ସେବା ଯୋଗାଉ ଥିବା ବା ବର୍ତ୍ତମାନରେ ମେଡିକାଲ କଲେଜରେ ରୂପାନ୍ତରହୋଇଥିବା ବେଳେ, ରାଉରକେଲାର ମଡେଲ ହସ୍ପିଟାଲ ରେ ସୋନପୁର ରୁ କେନ୍ଦୁଝର ଜିଲ୍ଲା ପର୍ଯ୍ୟନ୍ତ ସମସ୍ତ ବୀମାଭୁକ୍ତ ରୋଗୀମାନେ ଚିକିତ୍ସା ପାଇଁ ଆସନ୍ତି। ସର୍ବାଧିକ ବୀମାଭୁକ୍ତ ରୋଗୀମାନଙ୍କୁ ରାଉରକେଲାର ମଡେଲ ହସ୍ପିଟାଲ କତୃପକ୍ଷ ସେମାନଙ୍କୁ ଉଚ୍ଚ ଚିକିତ୍ସା ପାଇଁ କଟକ କିମ୍ବା ଭୁବନେଶ୍ୱର ପଠାଉଛନ୍ତି, ତନ୍ମଧ୍ୟରୁ ଅନେକ ୫୦୦କିଲୋମିଟର ଆମ୍ବୁଲାନ୍ସରେ ଯାଇ ପହଞ୍ଚିବା ବେଳକୁ ବାଟରେ ପ୍ରାଣତ୍ୟାଗ କରୁଛନ୍ତି, କିନ୍ତୁ ଓଡିଶା ଇଏସଆଇସି କତୃପକ୍ଷ ଏବଂ ଦିଲ୍ଲୀ କତୃପକ୍ଷ ଏହି ହସ୍ପିଟାଲ କୁ ଉଦ୍ଦେଶ୍ୟ ମୂଳକ ଭାବେ ଅଣଦେଖା କରୁଛନ୍ତି ଏପରି କି ରାଉରକେଲାରେ ୫୦ ଶଯ୍ୟାକୁ ୧୯ବର୍ଷରେ ୩୦୦ଶଯ୍ୟା ବିଶିଷ୍ଠ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ କରି ଅକାଳରେ ମୃତୁ ବରଣ କରୁଥିବା ରୋଗୀ ମାନଙ୍କ ଅମୂଲ୍ୟ ଜୀବନ ରକ୍ଷା କରିବା ପାଇଁ ଚେଷ୍ଠା ନକରି ଭୁବନେଶ୍ୱର ଓ କଟକରେ ପାଖାପାଖି ୩୦ରୁ ଉର୍ଦ୍ଧ ଅତି ଉଚ୍ଚତର ଚିକିତ୍ସା ମିଳିଥିବାବେଳେ ଭୁବନେଶ୍ୱରରେ ପୂର୍ବରୁ୧୦୦ଶଯ୍ୟା ଓ ଭୁବନେଶ୍ୱର ଠାରୁ ମାତ୍ର ୧୨୦କିମି ଦୂର ଅନୁଗୁଳ ଠାରେ ୧୫.୬.୨୦୨୨ରେ କେନ୍ଦ୍ର ସରକାର ଙ୍କ ଓ ରାଜ୍ୟ ସରକାରଙ୍କ ଶ୍ରମମନ୍ତ୍ରୀ ମିଳିତ ଭାବେ ୧୦୦ଶଯ୍ୟା ବିଶିଷ୍ଠ ଇଏସଆଇସି ହସପିଟାଲ ପ୍ରତିଷ୍ଠା କରୁଛନ୍ତି। ଏଣୁ ଇଏସଆଇସି କତୃପକ୍ଷ କେନ୍ଦ୍ର ସରକାର ଓ ରାଜ୍ୟସରକାର ରାଉରକେଲାରେ ୩୦୦ଶଯ୍ୟା ବିଶିଷ୍ଠ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ତୁରନ୍ତ ଆରମ୍ଭ କରିବା ସହିତ ଝାରସୁଗୁଡ଼ା ଠାରେ ଇଏସଆଇସି କତୃପକ୍ଷ ୧୦୦ଶଯ୍ୟା ବିଶିଷ୍ଠ ହସ୍ପିଟାଲ ତୁରନ୍ତ ଆରମ୍ଭ କରିବାକୁ ହିନ୍ଦ୍ ମଜଦୂର ସଭା, ରଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତି,ସମ୍ପାଦକ ଉମେଶ ନାୟକ ରାଉରକେଲା ମଜଦୂର ସଭାର ଦେବେନ୍ଦ୍ର ଆଚାର୍ଯ୍ୟ ଆଜିର ଗଣମାଧ୍ୟମରେ ପ୍ରକାଶ କରିଥିଲେ। କାରଣ ପଶ୍ଚିମ ଓଡ଼ିଶା ରେ ସର୍ବାଧିକ ବୀମାଭୁକ୍ତ ରୋଗୀମାନଙ୍କୁ ଚିକିତ୍ସା ଅଭାବରୁ ଇଏସଆଇସି କତୃପକ୍ଷ ମୃତୁମୁଖକୁ ଠେଲି ଦେଉଛନ୍ତି ବୋଲି ଅଭିଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଜୁନାଗଡ଼ରେ ଅସହ୍ୟ ତାତି,ପାରଦ ୪୦ ଡିଗ୍ରୀ ଉପରକୁ

Sunil Chandra Nayak

ରେଙ୍ଗାଳପାଲି ଠାରେ କରଣ ସମାଜର ନୂଆଖାଇ ଭେଟଘାଟ ଓ ବନ୍ଧୁ ମିଳନ

Sunil Chandra Nayak

ଭୋଟର ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort