ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ  ଉଦ୍ଘାଟନ ଉତ୍ସବ 

ଉତ୍କେଲା,୩୦/୧୦/ ,କେସିଙ୍ଗା ବ୍ଲକ ଉତ୍କେଲା ମିନି ଷ୍ଟାଡିୟମ ଠାରେ ବିଜୟ ଟିମ ଉତ୍କେଲା ଦ୍ବାରା ଏକ ଫୁଟବଲ ଟୁର୍ଣାମେଣ୍ଟ ଆରମ୍ଭ ହୋଇଛି। ଆଜିର ପ୍ରଥମ ଦିନ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ଚାଞ୍ଚେର ସରପଞ୍ଚ ଅଞ୍ଜୁକୁମାର ଉପସ୍ଥିତ ରହି ଉଦଘାଟନ କରିଥିଲେ। ଦାଦପୁର ଓ ସିକେରପଡା ମଧ୍ୟରେ ମ୍ୟାଚ ଚାଲିଥିବା ବେଲେ ସିକେରପଡା କୁ ଦାଦପୁର ଦଳ ପାଲାଣ୍ଟିକ ରେ ହରାଇଥିଲେ। ମ୍ୟାଚ ପରିଚାଳନା କରିଥିଲେ ରେଫରି ଚଞ୍ଚଳ ମାଝି, ନରେଶ ମାଝି,ରୋହୀତ ମାଝି,।ବିଜୟ ଟିମ ର ସଭାପତି ସୁଦର୍ଶନ ଭୋଇ ସମେତ ସଂପାଦକ ଅମିୟ ମାଝି,ଉତ୍କେଲା ର ଅବସର ପ୍ରାପ୍ତ  ପିଇଟି ବେଣୁଧର ନାଗ,,ଜଗନ୍ନାଥ ରାଉଳ,ଦଶରଥ କାଣ୍ଡ,ମୋତି ମାଝି,ଅନଙ୍ଗ ମାଝି,ବିଜୟ ଟିମ ପୁରୁଣା ସଦସ୍ୟ ଗରିବ ସା, ଜତିନ୍ଧ୍ର ବାରିକ,ଭୁବନେ ନାଗ,ସିମାଞ୍ଚଳ ପ୍ରଧାନ,ଶଶିଧର ପୁଟେଲ,ପ୍ରମୁଖଙ୍କ ପୁର୍ଣ ସହଯୋଗ ରେ ବିଜୟ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ଆଠଟି ଦଳକୁ ନେଇ ଆୟୋଜିତ ହୋଇଛି। ଫାଇନାଲ ମ୍ୟାଚ ଆସନ୍ତା ପାଞ୍ଚ ତାରିଖ ନଭେମ୍ବର ୨୦୨୨ ରେ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୁଚନା ଦେଇଛନ୍ତି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ, ରସଗୋଲା ଓ ଲଷ୍ମୀ-ନାରାୟଣ ଭେଟ

Sunil Chandra Nayak

ମୁକ୍ତିରାଣୀ ଦେବତା ଙ୍କ କବିତା ନାରୀଶକ୍ତି

Sunil Chandra Nayak

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ଚତୁର୍ଥ ସ୍ବରୂପ ମାତା କୁଷ୍ମାଣ୍ଡା

Sunil Chandra Nayak

Leave a Comment

error: Content is protected !!