ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କେଲା ରେ ବିଜୟ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ଉଦ୍ଯାପିତ

ପାଷ୍ଟିକୁଡି କୁ ହରାଇ କେସିଙ୍ଗା ଚମ୍ପିୟାନ

ଉତ୍କେଲା,୦୫/୧୧, ,କେସିଙ୍ଗା ବ୍ଲକ ଉତ୍କେଲା ମିନି ଷ୍ଟାଡିୟମ ଠାରେ ବିଜୟ ଟିମ ଉତ୍କେଲା ଦ୍ବାରା ବିଜୟ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ଅକ୍ଟୋଭର ୩୦ ରୁ ଆରମ୍ଭ ହୋଇ ନଭେମ୍ବର ୦୫ ତାରିଖ ରେ ଶେଷ ହୋଇଥିଲା। ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ସୋମନାଥ ସେଠି,ସମ୍ମାନିତ ଅତିଥି ଭାବରେ ସୁରେଶ ମହାନନ୍ଧ,ମଧୁସୁଦନ ନାଗ,ମନିନ୍ଧର ମହାନ୍ତି, ବିଦ୍ୟାଧର ପାଇକରାଏ,ଉତ୍କେଲା ପୋଷ୍ଟ ମାଷ୍ଟର ସର୍ଦାର ପ୍ରିତପାଲ ସିଂ,ମୁଖ୍ୟ ବକ୍ତା ରୁପେ ଦୁତିଆ ବନଛୋର ଉପସ୍ଥିତ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ ମ୍ୟାଚ ପାଷ୍ଟିକୁଡ଼ି ଓ କେସିଙ୍ଗା ମଧ୍ୟରେ ଚାଲିଥିବା ବେଲେ କେସିଙ୍ଗା ଦଳ ପାଲାଣ୍ଟିକ ରେ ପାଷ୍ଟିକୁଡ଼ି କୁ ହରାଇଥିଲେ। ମ୍ୟାଚ ପରିଚାଳନା କରିଥିଲେ ରେଫରି ଛବି ନାଏକ, ଚଞ୍ଚଳ ମାଝି, ନରେଶ ମାଝି,ରୋହୀତ ମାଝି,।ବିଜୟ ଟିମ ର ସଭାପତି ସୁଦର୍ଶନ ଭୋଇ ସମେତ ସଂପାଦକ ଅମିୟ ମାଝି,ବିଜୟାନନ୍ଧ ପୁରୋହିତ,, ଜଗନ୍ନାଥ ମୁନି,ଦଶରଥ କାଣ୍ଡ,ମୋତି ମାଝି,ଅନଙ୍ଗ ମାଝି,ଅନଙ୍ଗ ମାଝି, ଶୁଶିଲ ମାଝି,ବିଜୟ ଟିମ ପୁରୁଣା ସଦସ୍ୟ ଗରିବ ସା,ଜତିନ୍ଧ୍ର ବାରିକ,ଭୁବନେ ନାଗ,ସିମାଞ୍ଚଳ ପ୍ରଧାନ,ଶଶିଧର ପୁଟେଲ,ପ୍ରମୁଖଙ୍କ ପୁର୍ଣ ସହଯୋଗ ରେ ବିଜୟ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ଆଠଟି ଦଳକୁ ନେଇ ଆୟୋଜିତ ସୁରୁଖୁରୁରେ ସମାପନ ହୋଇଥିଲା।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

କୋକସରା ବ୍ଲକରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

Sunil Chandra Nayak

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ରତାପ କିଶୋର ରାଉତ ଙ୍କ କବିତା ମଣିଷ

Sunil Chandra Nayak

ସରପଞ୍ଚଙ୍କ ନିଆରା ପ୍ରୟାସ, ବଜାରବାସୀଙ୍କୁ ଅଳିଆ ବାହାରରେ ନ ପକେଇବା ପାଇଁ କଲେ ନିବେଦନ

Sunil Chandra Nayak

Leave a Comment

error: Content is protected !!