ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଣ୍ଟାଗାଁ ଡକାୟତି ମାମଲା :ଚୋରି ହୋଇଥିବା ମୋବାଇଲ ଖଣ୍ଡା ଓ ଅପରାଧ ରେ ବ୍ୟବହୃତ ଗାଡି ସହ ଚାରି ଗିରଫ ଓ କୋର୍ଟ ଚାଲାଣ

 ତେନ୍ତୁଳିଖୁଣ୍ଟି -୫/୧୧/୨୨ — ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପୋଲିସ ଆଜି ଚାରି ଜଣ ଙ୍କୁ କୋର୍ଟ ଚାଲାଣ କରିଛି। ଚାରି ଜଣଙ୍କ ଠାରୁ ଦୁଇ ଟି ଖଣ୍ଡା , ଚୋରୀ ହୋଇଥିବା 5ARedmi ମୋବାଇଲ ଓ ଅପରାଧ ରେ ବ୍ୟବହୃତ ଓ ଡି 30 ବି 0687 ଗାଡି ଜବତ କରିଛି। ଅପରାଧୀ ମାନେ ତିନି ଜଣ ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳ ର ହୋଇଥିବା ବେଳେ ଜଣେ ଡାବୁଗାଁ ଥାନା ଅଞ୍ଚଳ ର। କେଶ ନମ୍ବର 194 ରେ 450/395 ଓ ଆର ଡବ୍ଲୁ ସେକ୍ସନ 25 ଆର୍ମସ ଆକ୍ଟ ରେ ମୋକଦ୍ଦମା ରୁଜୁ ହୋଇଛି। ଅପରାଧୀ ମାନେ ହେଲେ କାମତା ର ନୂତନ ନାୟକ ,ବନ୍ଧଗୁଡା ର ମଣ୍ଟୁ ବାଘ ,କାମ ତାର ମନ୍ଦାର ହରିଜନ ଓ ଡାାବୁଗାଁ ଥାନା ର ଖଳିଗୁଡା ର ଦୀପକ କୁମାର ହୀରଣ। ଏମାନଙ୍କୁ କଣ୍ଟା ଗାଁ ଡକାୟତି ମାମଲାରେ ସନ୍ଦେହ ରେ ଧରିଥିଲା ବେଳେ ଡକାୟତି ମାମଲା ର ତଦନ୍ତ ଚାଲିଛି ।ଅଇ ଆଇ ସି ଟଙ୍କଗିରି ଭୋଇ ଘଟଣା ର ତଦନ୍ତ କରୁଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ପକ୍ଷାଘାତ ଧର୍ମ ଦାଶ କୁ ଅଲ ଓଡ଼ିଶା ସିଡୁଲ କାଷ୍ଟ ପକ୍ଷରୁ ସହାୟତା

ଡ଼ଙ୍ଗରଗଡ଼ ଜଳପ୍ରପାତକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତାଦାବୀ ନେଇ ପର୍ବତାରୋହଣ

Sunil Chandra Nayak

ବାରିପଦାରେ ଆପ୍ ଦଳ ଆନୁକୁଲ୍ୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!