ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କେଲା ରେ ବିଜୟ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ଉଦ୍ଯାପିତ

ପାଷ୍ଟିକୁଡି କୁ ହରାଇ କେସିଙ୍ଗା ଚମ୍ପିୟାନ

ଉତ୍କେଲା,୦୫/୧୧, ,କେସିଙ୍ଗା ବ୍ଲକ ଉତ୍କେଲା ମିନି ଷ୍ଟାଡିୟମ ଠାରେ ବିଜୟ ଟିମ ଉତ୍କେଲା ଦ୍ବାରା ବିଜୟ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ଅକ୍ଟୋଭର ୩୦ ରୁ ଆରମ୍ଭ ହୋଇ ନଭେମ୍ବର ୦୫ ତାରିଖ ରେ ଶେଷ ହୋଇଥିଲା। ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ସୋମନାଥ ସେଠି,ସମ୍ମାନିତ ଅତିଥି ଭାବରେ ସୁରେଶ ମହାନନ୍ଧ,ମଧୁସୁଦନ ନାଗ,ମନିନ୍ଧର ମହାନ୍ତି, ବିଦ୍ୟାଧର ପାଇକରାଏ,ଉତ୍କେଲା ପୋଷ୍ଟ ମାଷ୍ଟର ସର୍ଦାର ପ୍ରିତପାଲ ସିଂ,ମୁଖ୍ୟ ବକ୍ତା ରୁପେ ଦୁତିଆ ବନଛୋର ଉପସ୍ଥିତ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ ମ୍ୟାଚ ପାଷ୍ଟିକୁଡ଼ି ଓ କେସିଙ୍ଗା ମଧ୍ୟରେ ଚାଲିଥିବା ବେଲେ କେସିଙ୍ଗା ଦଳ ପାଲାଣ୍ଟିକ ରେ ପାଷ୍ଟିକୁଡ଼ି କୁ ହରାଇଥିଲେ। ମ୍ୟାଚ ପରିଚାଳନା କରିଥିଲେ ରେଫରି ଛବି ନାଏକ, ଚଞ୍ଚଳ ମାଝି, ନରେଶ ମାଝି,ରୋହୀତ ମାଝି,।ବିଜୟ ଟିମ ର ସଭାପତି ସୁଦର୍ଶନ ଭୋଇ ସମେତ ସଂପାଦକ ଅମିୟ ମାଝି,ବିଜୟାନନ୍ଧ ପୁରୋହିତ,, ଜଗନ୍ନାଥ ମୁନି,ଦଶରଥ କାଣ୍ଡ,ମୋତି ମାଝି,ଅନଙ୍ଗ ମାଝି,ଅନଙ୍ଗ ମାଝି, ଶୁଶିଲ ମାଝି,ବିଜୟ ଟିମ ପୁରୁଣା ସଦସ୍ୟ ଗରିବ ସା,ଜତିନ୍ଧ୍ର ବାରିକ,ଭୁବନେ ନାଗ,ସିମାଞ୍ଚଳ ପ୍ରଧାନ,ଶଶିଧର ପୁଟେଲ,ପ୍ରମୁଖଙ୍କ ପୁର୍ଣ ସହଯୋଗ ରେ ବିଜୟ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ଆଠଟି ଦଳକୁ ନେଇ ଆୟୋଜିତ ସୁରୁଖୁରୁରେ ସମାପନ ହୋଇଥିଲା।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ରାଉରକେଲା ମହାବିଦ୍ୟାଳୟରେ ପଞ୍ଚସୂତ୍ରୀ ସ୍ୱଚ୍ଛତା କାର୍ଯ୍ୟ ଯୋଜନା ସଂପର୍କିତ ଆଲୋଚନା ଚକ୍ର

Sunil Chandra Nayak

ବିଶ୍ଵପ୍ରସିଦ୍ଧ ଯୋରନ୍ଦା ସ୍ଥିତ ମହିମା ଗାଦୀ ରେ ଚାଲିଲା ଜେସିବି

Sunil Chandra Nayak

କଳାହାଣ୍ଡି ଜିଲ୍ଲାର ୨- ନମ୍ବର ଜୋନରେ ଆଜି ରାତ୍ର ୧୦ ଘଣ୍ଟା ସୁଦ୍ଧା ଜିଲ୍ଲାପରିଷଦ ଭୋଟ ଗଣନା

Sunil Chandra Nayak

Leave a Comment

error: Content is protected !!