ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମ୍ ଆଦମୀ ପାର୍ଟି ର ବୈଠକ

ମୁଷ୍କୁଟି /   ଆଜି ତା ୧୭/୧୧/୨୦୨୨ ରିଖ ଗୁରୁ ବାର ଦିନ ଅପରାହ୍ନ ଘ ୦୧-୩୦ ମିନିଟ ସମୟରେ ନର୍ଲା ବ୍ଲକ ଅନ୍ତର୍ଗତ ମୁସ୍କୁଟି ପଞ୍ଚାୟତ ଅଧିନ କୁଟେନ ଗ୍ରାମରେ ଆମ୍ ଆଦମୀ ପାର୍ଟି ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଵୈଠକ କୁ ପରିଚାଳନା କରି ଥିଲେ ନର୍ଲା ବ୍ଲକ ସଭାପତି ଏକ୍ସ-ଆର୍ମି ମେନ୍ ତଥା ସମାଜସେବୀ ଶ୍ରୀଭୁପିନ୍ଦ୍ର ଦିପ୍ ।ଏହି ବୈଠକ ରେ ଆମ୍ ଆଦମୀ ପାର୍ଟି ର ଦେୟ ମୁକ୍ତ ବିଜୁଳି, ପାଣି, ସ୍ୱାସ୍ଥ୍ୟ ଓ ଶିକ୍ଷାର ଆଲୋଚନା ହୋଇଥିଲା ଓ ଆମ୍ ଆଦମୀ ପାର୍ଟି ର ମେପିଙ୍ଗ ସିଟ୍ ପୂରଣ କରାଯାଇ ଥିଲା । ଏହି ବୈଠକ ରେ ଉପସ୍ଥିତ ଥିଲେ :-କଲାହାଣ୍ଡି ଜିଲ୍ଲା ଉପଦେଷ୍ଟା ଶ୍ରୀ କ୍ରୁପାସିନ୍ଧୁ ନାୟକ, ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ମମତା ନାୟକ,ଜିଲ୍ଲା ଉପ ସଭାପତି ବିକାଶ କୁମାର ସାହୁ,ଜିଲ୍ଲା ସଂପାଦକ ଶ୍ରୀ ଡମ୍ବରୁ ଧର ପାଣିଗ୍ରାହୀ,ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି ଶ୍ରୀ ପି ଶଙ୍କର ରେଡ୍ଡି । ଏହି ସଭା ରେ ୫୦ ରୁ ଅଧିକ କର୍ମୀ ଯୋଗ ଦେଇଥିଲେ। ଶେଷରେ ପାର୍ଟି ଓ ଭାରତ ମାତା ର ଜୟ ନାରା କରାଯାଇ ଥିଲା।

ଡମ୍ବରୁଧର ପାଣିଗ୍ରାହୀ ଙ୍କ ରିପୋର୍ଟ 

Related posts

ନୂଆପଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତା ଚୟନ

Sunil Chandra Nayak

ନୂଆପଡା ଜିଲ୍ଲା ଗସ୍ତରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ସୁବ୍ରତ ବକଚି 

Sunil Chandra Nayak

ଗରିବ କିଡନୀ ରୋଗୀ ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚିତ ପ୍ରଶାସନ ହସ୍ତକ୍ଷେପ କରିବା ପାଇଁ ଦାବି

Sunil Chandra Nayak

Leave a Comment

error: Content is protected !!