ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭିଜିଲାନ୍ସ ରେଡ ୨୮ ହଜାର ଜବତ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଗିରଫ

ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜ ଅନ୍ତର୍ଗତ କୋପିଆ ଗାଁ ରେ ନୂଆପଡା ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ , ଜଣେ ଫରେଷ୍ଟର ପୂର୍ଣ ଚନ୍ଦ୍ର ନାୟକ ଓ ଜଣେ ଫରେଷ୍ଟ ଗାର୍ଡ ସବନମ ଫିର୍ଦୋଷ ଗିରଫ। ସିନାପାଲି ରେଞ୍ଜ ରେ କାର୍ଯ୍ୟ ରତ ଫରେଷ୍ଟର ପୂର୍ଣ୍ଣ ଚନ୍ଦ୍ର ନାୟକ ଓ ଫରେଷ୍ଟ ଗାର୍ଡ ସବନମ ଫିରତୋସ ଜବତ ହୋଇଥିବ ପଲଙ୍କ (ଖଟ) କୁ ରିଲିଜ୍ କରିଦେବା ନା ରେ କିରିକିଟ  ଗାଁ ର ଗଗନ ମେହେର ଙ୍କ ଠାରୁ ୨୮ ହଜାର ଟଙ୍କା ନେଉ ଥିଲେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ। ୩ ଦିନ ତଳେ ଗଗନ ମେହେର ଙ୍କ ଖଟକୁ ଜବତ କରିବା ଶହ ମାଗି ଥିଲେ ୨୮ ହଜାର ଟଙ୍କା। ଗଗନ ମେହେର ନୂଆପଡା ଭିଜିଲାନ୍ସ କୁ ଜଣାଇବା ପରେ ଆଜି ଗଗନ ଙ୍କ ଠାରୁ ଟଙ୍କା ନେଉଥିବା ବେଳେ ଟଙ୍କା କୁ ଜବତ କରିଥିବା ଭିଜିଲାନ୍ସ DSP ଦୀନବନ୍ଧୁ ବେହେରା  ସୂଚନା ଦେଇ ଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନକଟିକାନୀ ଗ୍ରାମପଞ୍ଚାୟତ ରେ ପଞ୍ଚାୟତିରାଜ ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ

Sunil Chandra Nayak

ମମତା ସାହୁ ଙ୍କ କବିତା ଘୋଷ ଯାତ୍ରା

ଉମେରଗ୍ରାମ ରେ ମହାଭାରତ ମହାଯଜ୍ଞ ର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!