ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମାଜସେବୀଙ୍କ ପରଲୋକ

ନୂଆପଡା,-: ଖଡିଆଳ ବ୍ଲକ ଚନାବେଡା ଗାଁର ବିଶିଷ୍ଟ ସମାଜସେବୀ ଚନ୍ଦ୍ରମଣି ବେହେରାଙ୍କ ୭୨ ବର୍ଷ ବୟସରେ ଗୁରୁବାର ଦିନ ସକାଳେ ନିଜ ଘରେ ପରଲୋକ ହୋଇ ଯାଇଛି । ସେ ଜଣେ ଅବସର ପ୍ରାପ୍ତ ଆର୍ଦଶ ଶିକ୍ଷକ , ସମାଜ ସେବୀ,କଳାକାର ତଥା ଚନାବେଡା ଅମର ହାଇସ୍କୁଲର ପ୍ରତିଷ୍ଠାତା,ସୁବର୍ଣ୍ଣ ଗ୍ରାହୀ ସୁଣ୍ଢି ସମାଜର ମଧ୍ୟ ପ୍ରତିଷ୍ଠାତା ଥିଲେ । ସେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଭକ୍ତ ଥିଲେ । ମୢତ୍ୟୁବେଳକୁ ତାଙ୍କ ତିନି ପୁଅ,ଗୋଟିଏ ଝିଅ ତଥା ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିହାରୀ ଦଲାଲ ଙ୍କ କବଜ୍ଜାରେ ତିନି ଓଡ଼ିଆ ଝିଅ କୁ ଓଡ଼ିଶା ଫେରାଇ ଆଣିବାକୁ ବ୍ଲକ୍ ଅଧ୍ୟକ୍ଷା ଙ୍କ ଦୃଢ଼ ପଦକ୍ଷେପ 

ବିଷାକ୍ତ ମହୁଲଫାସ ଖାଇ ଗାଈ ଗୋରୁ ରୁଗ୍ଣ , ଅବକାରୀ ବିଭାଗ ନୀରବଦ୍ରଷ୍ଟା

Sunil Chandra Nayak

ମା ପେଣ୍ଡ୍ରାଣୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!