ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ଜୟ ମାଆ ଲକ୍ଷ୍ମୀ 

ଜୟ ମାଆ ଲକ୍ଷ୍ମୀ 

ମାଆ ଲୋ ଜଗତର ମାତା
         ତୁ଼ହିଲୋ ସାଗର ସୁତା
ଜୟମା,ଅନ୍ନଦା,ଜୟମା, ସୁଖଦା
        ଜୟତୁ ବରଦା ମା, ଲୋ
ମାଧବ ଯାହାର ନାହା ।।
ମାଆଲୋ ଏ ସାରା ସଂସାର
        ତୋହର ଵିଜୟସ୍ଥଳୀ
ଜୟମା, ଚଞ୍ଚଳା,ସାଗର ଦୁଲଣୀ
       ପତି ତୋର ବନମାଳୀ   
ତୁ଼ହିମା, ଲକ୍ଷ୍ମୀ ଵିଷ୍ନୁ ଙ୍କ ଘରଣୀ ।।
ସକଳ ପ୍ରାଣୀଙ୍କୁ ଦେଉଛୁ ଆଧାର
        ଗୁରୁ ବାର ଅଟେ ପ୍ରିୟତୋହର
ଯିଏ ଲୋ ମା,ତୋ ସେଵାକରେ 
       ସକଳ ସୁଖ ଦେଉ ତାହାରେ
ପଡିଦାତ୍ରୀ ମା,ଲୋ କୋଟି ନମସ୍କାର।
କରିଵୁଲୋ ମାଆ ସୁଦୟା
   ତୋ ସେଵାକରି ଯାଉ ଏକାୟା
ପଦ୍ମାସନେ ଵସିଥାଉ
      ଧନ୍ୟ ତୋ ମାୟା ଲୋ
ମାଆ ଧନ୍ଯ ତୋ ମାୟା ।।

ବନଲକ୍ଷ୍ମୀ ମହାନ୍ତି

 ନଡିଆଵରାଇ ।।

Related posts

କଂଗ୍ରେସ କର୍ମୀ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କଂଗ୍ରେସ କର୍ମକର୍ତ୍ତା

Sunil Chandra Nayak

ଗ୍ଳୋବାଲ ଇଣ୍ତିଆ ଆଚିଭମେଣ୍ଟ’ ପୁରସ୍କାର ପ୍ରାପ୍ତ ବରିଷ୍ଠ ସାମ୍ବାଦିକ ରବି ରଥ ଓ ଚିକିତ୍ସାବିତ୍ ଡା, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ସମର୍ଦ୍ଧିତ

Sunil Chandra Nayak

ବରିଷ୍ଠ ନେତା ଶରତ ପଟ୍ଟନାୟକପିସିସି ସଭାପତି ନିଯୁକ୍ତ

Leave a Comment

error: Content is protected !!