ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରେ ରବିବାର ଦିନ୧୨ଟା ପରେ ରୋଗୀ ସେବା ବନ୍ଦ

 ଗୋଳାମୁଣ୍ଡା/୧୦/୧୦/ମସିହା/ସ୍ୱାସ୍ଥ୍ୟ ହିଁ ସମ୍ପଦ, ସ୍ୱାସ୍ଥ୍ୟ ସମସ୍ୟା ହେଲେ ମନୁଷ୍ୟ କୁ ଅନେକ ପ୍ରକାର ରୋଗ ସୃଷ୍ଟି କରି ଥାଏ,ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସେବା ଯୋଗାଇବା ପାଇଁଁ ନିକଟ ସ୍ଥାନରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ଯାଇଛି, ସେଥି ମଧ୍ୟରୁ ଫରଙ୍ଗ ଗ୍ରାମରେ ମଧ୍ୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ଯାଇଛି ,ଏହି କେନ୍ଦ୍ରରେ ୯ଗୋଟି ପଞ୍ଚାୟତର ହାରା ହାରି ୩୫ହଜାର ଲୋକ ଉକ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଓ ଲୋକେ ଅନେକ ପ୍ରକାର ରୋଗରୁ ଚିକିତ୍ସା ମଧ୍ୟ ପାଇ ପାରୁଛନ୍ତି, ହେଲେ ସରକାରୀ ଛୁଟି ଏବଂ ପ୍ରତି ରବିବାର ଦିନ ୮ଟାରୁ୧୨ଟା ପର୍ଯ୍ୟନ୍ତ ଡାକ୍ତରଖାନାରେ ଲୋକେ ଚିକିତ୍ସା ସେବା ପାଇ ୧୨ଟାରୁ ଅପରାହ୍ନ ୬ଟା ପ୍ରଯ୍ୟନ୍ତ ରୋଗୀ ସେବା ବନ୍ଦ ରହିବାରୁ ଲୋକେ ଆସି ହନ୍ତସନ୍ତ ହେଉଥିବା ଅଭିଯୋଗ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି, ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସ୍ଥିତ ଫରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରବିବାର ଦିନ୧୨ଟା ପରେ ଡାକ୍ତରଖାନା ବନ୍ଦ ରହୁ ଥିବା ବେଳେ ରୋଗୀ ଆସି ଚିକିତ୍ସା ପାଇବାରେ ବିଫଳ ହୋଇଛନ୍ତି, ଏଭଳି ଘଟଣା ଗତକାଲି ରବିବାର ଦିନ ଧାମନପୁର ପଂଚାୟତର କମାଳାବରୀ ଗ୍ରାମର ମହିଳା ଜଣକ ଜେମାଯାନୀ, ସ୍ୱାମୀ ଜୟ ଯାନୀ ଭୀଷଣ ର  ଜ୍ଵର ହୋଇ ଥିବାରୁ ପରିବାର ଲୋକେ ୧୨ଟା ପରେ ଅଟୋରେ ଫରଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ, ହେଲେ ଡାକ୍ତରଖାନା ବନ୍ଦ ଥିବାରୁ ସ୍ୱାସ୍ଥ୍ୟ ସେବା ପାଇ ନ ପାରି ଘରକୁ ଫେରି ଯାଇଥିଲେ, ଏଭଳି ଘଟଣା ପ୍ରତି ରବିବାର ଓ ସରକାରୀ ଛୋଟି ଦିନରେ ଅନେକ ରୋଗୀ ଆସି ହଇରାଣ ହେଉଥିବା ରୁ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି, ଏହି ସମ୍ପର୍କରେ ଗୋଳାମୁଣ୍ଡା ଏହି ପ୍ରତିନିଧି ଡାକ୍ତରଙ୍କ ସହ ଫୋନ ଯୋଗେ ପଚାରିବାରୁ ଡାକ୍ତର ସାହୁ ମଧ୍ୟ ରବିବାର ଦିନ୧୨ଟା ପରେ ଡାକ୍ତରଖାନା ବନ୍ଦ ରହୁଛି ବୋଲି କହିଥିଲେ, ତତ ସହିତ ଫରଙ୍ଗ ସରପଞ୍ଚ ହୀରାବତୀ ଭୋଇ ଙ୍କ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ଭୋଇ ମଧ୍ୟ ଦୁଃଖ ପ୍ରକାଶ କରିଥିଲେ ଓ ତାଙ୍କର ମତ ମଧ୍ୟ ପ୍ରଦାନ କରିଥିଲେ ଯେ, ଏହି ସମସ୍ୟା କୁ ପ୍ରଶାସନ ଓ ପ୍ରଶାସକ ଙ୍କୁ ଜଣାଇଥିଲେ  ସୁଦ୍ଧା କୌଣସି ପ୍ରକାର ସମାଧାନ ହୋଇପାରି ନାହିଁ ,ଯାହା ଫଳରେ  ଅନେକ ରୋଗୀ ସେବା ନ ପାଇ ହଇରାଣ ହେଉଛନ୍ତି, ତେଣୁ କଳାହାଣ୍ଡି ଜିଲ୍ଲା ସିଡିଏମଓ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଜରୁରୀକାଳୀନ ଷ୍ଟାଫଯୋଗାଇ ଦେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି, ଯଦିଓ ଦାବି ପୂରଣ ନ ହୋଏ ତେବେ ଆଗାମି ଦିନରେ ଫରଙ୍ଗ ଡାକ୍ତରଖାନା ସଂମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ସରପଞ୍ଚ ଙ୍କ ପ୍ରତିନିଧି ଏବଂ ସ୍ଥାନୀୟ ଲୋକମାନେ ଚେତାବନୀ ଦେଇଛନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତି ଶୀଳ ମସିହା,

Related posts

କଳାହାଣ୍ଡି ଜିଲ୍ଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜିଲ୍ଲାପରିଷଦ ପଦ ପାଇଁ ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ଛକାପଞ୍ଜା ଚାଲିଛି

Sunil Chandra Nayak

ମାଓବାଦୀ ଗୁଳିରେ ସହିଦ ଯବାନଙ୍କ ବଳିଦାନ ବ୍ୟର୍ଥ ଜିବନି, ଶେଷ ପର୍ଯ୍ୟନ୍ତ ଲଢେଇ ହେବ- ଆଇଜି ଅପରେସନ ଅମିତାଭ ଠାକୁର

Sunil Chandra Nayak

ବରିଷ୍ଠ ଶିକ୍ଷାବିତ୍ ନୀଳକଣ୍ଠ କରଙ୍କ ବିୟୋଗରେ ଶୋକ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort