ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ହସିବ ସାରା ଦୁନିଆ

 ହସିବ ସାରା ଦୁନିଆ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ଦୁଃଖରେ ହସିବା ସୁଖରେ ହସିବା 
ସଭିଏଁ ହେବେ ଛାନିଆ
ଆମରି ହସରେ ଝୁମିବା ଖୁସୀରେ
ହସିବ ସାରା ଦୁନିଆଁ…….(୦)
ଏ ଦୁଇ ଦିନର ଜୀବନ ଆମର
ରହି କିମ୍ପା ବିଷାଦରେ
ସୁଖକୁ ଛାଡ଼ିବା ଅଧା କରିଦେବା
ହାରିବା କିଆଁ ମଝିରେ 
ହସିବା ଖେଳିବା ନାଚିବା ଗାଇବା 
ସଭିଙ୍କୁ କରି କିମିଆଁ……(୧)
ହସିବା ପାଇଁ କି ମନରେ ଧରିକି
ସବୁ ଉପାଦାନ ଆମେ
ନିଜକୁ ଚିହ୍ନିବା ସୁମଣିଷ ହେବା
ଜିତି ଯିବା ଧରାଧାମେ 
ହସରେ ଆମର ହସିବ ସଂସାର
ଦୁଃଖରେ ରହିବା କିଆଁ…..(୨)

ଫୁଲବାଣୀ, କନ୍ଧମାଳ

Related posts

ପ୍ରଜାପତି ବ୍ରହ୍ମlକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଅନୁଷ୍ଠାନ ତରଫରୁ ଦୀପାବଳି ପର୍ବ ପାଳିତ

Sunil Chandra Nayak

କୋକସରା ବ୍ଲକ କଂଗ୍ରେସ ପକ୍ଷରୁ ଥାନା ଅଧିକାରୀଙ୍କୁ ପେଟ୍ରୋଲିଂ ପାଇଁ ଦାବିପତ୍ର

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!