ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜନଗର ବ୍ଲକ ଯାଦବ ମହାସଂଘ ପକ୍ଷରୁ ସମ୍ମିଳନୀ ଓ ନୂତନ କାର୍ଯ୍ୟକାରିଣୀ ବୈଠକ ରେ ଯୋଗ ଦେଲେ ରାଜ୍ୟ ଓ ଜିଲ୍ଲା ନେତୃମଣ୍ଡଳୀ

ରାଜନଗର,/କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅଧିନସ୍ଥ ଓସ୍ତିଆ ପଂଚାୟତ ରେ ଆଜି ଦୀର୍ଘ ଦିନ ପରେ ରାଜ୍ୟରେ ଅଗ୍ରଣୀ ଯାଦବ ମହାସଙ୍ଘ ପକ୍ଷରୁ ରାଜନଗର ବ୍ଲକ ଯାଦବ ସଂଘ ର ସଭାପତି ଭାବେ ଉଚ୍ଚ ଶିକ୍ଷିତ ସମ୍ପନ୍ନ ଯୁବକ ନୂତନ ଦାୟିତ୍ୱ ଭାର ଦିଆଯାଇଛି,! ତେବେ ଉପସ୍ଥିତ ରାଜ୍ୟ ନେତୃ ମଣ୍ଡଳୀଙ୍କ ସମେତ କେନ୍ଦ୍ରାପଡ଼ା ଜିଲ୍ଲା ମହାସଂଘ ର ସମସ୍ତ କାର୍ଯ୍ୟ କର୍ତ୍ତା ମାନଙ୍କ ସହ ନୂତନ ବ୍ଲକ କମିଟି ସ୍ଥିର କୃତ ଗଠନ ଓ ଅଫିସିଆଲ ରେକଡ଼ କୁ ସ୍ୱୀକୃତି ପ୍ରଦାନ ସମେତ କାର୍ଯ୍ୟକ୍ରମ ରେ ରାଜନଗର ବ୍ଲକ ଯାଦବ ସଂଘ କୁ ଅନୁମୋଦନ କରିଥିଲେ! ଅନ୍ୟଦିଗରେ ରାଜନଗର ଅଞ୍ଚଳ ର ବିଭିନ୍ନ ପଂଚାୟତ ଓ ଗ୍ରାମରୁ ଆସିଥିବା ଗୁରୁଜନ ଓ ମହିଳା ଏବଂ ଯୁବକ କଲେଜ ପଢୁଆ ଛାତ୍ର ଓ ଛାତ୍ରୀ ଯୁବତୀ ମାନେ ଏଥି ସହିତ ସର୍ବ ସମ୍ମୁଖ ଙ୍କ ଉପସ୍ଥିତ ରେ ଘୋଷଣା କରିଥିଲେ,! ନୂତନ ବ୍ଲକ ସଭାପତି ଅସିତ କୁମାର କବି,ଉପ-ସଭାପତି ଭଞ୍ଜ କିଶୋର ବେହେରା, କବିରାଜ ପଲାଇ, ରବୀନ୍ଦ୍ର ଦାସ, ସମ୍ପାଦକ -ସର୍ବେଶ୍ୱର ଦାସ, ସହ -ସମ୍ପାଦକ ରବୀନ୍ଦ୍ର ମଇ, କୋଷାଧକ୍ଷ – ରଂଜିତ କୁମାର ବାରିକ, କମିଟି ର ବରିଷ୍ଠ ସଭ୍ୟ -ରବୀନ୍ଦ୍ର କୁମାର ଦାସ, ବ୍ରାହ୍ମଣ ସାହି ପଂଚାୟତ, ଚିତ୍ତ ରଞ୍ଜନ ଦାସ, ଦେବାଶିଷ ଦାସ, ତାଳଚୁଆ, ଦିବେନ୍ଦୁ ବାରିକ, ବଳରାମ ବାରିକ, ଅଜୟ କୁମାର ବାରିକ,କେରୁଆପାଳ ପଂଚାୟତ ତେବେ ଉକ୍ତ କାର୍ଯ୍ୟକ୍ରମ ରେ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ତଥା ବରିଷ୍ଠ ଆଇନୀ ଜୀବି କୁଳମଣି ଦାସ, ରାଜ୍ୟ ମହିଳା ସଭାନେତ୍ରୀ ତଥା କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀମତୀ ରିତା ରାଣୀ ଦାସ, ଜିଲ୍ଲା ସଭା ନେତ୍ରୀ ସରୋଜିନୀ ଦାସ, ଜିଲ୍ଲା ମୁଖ୍ୟ ଉପଦେଷ୍ଟା ଡ଼କ୍ଟର ରମାକାନ୍ତ ଦାସ, ଜିଲ୍ଲା ଉପ ସଭାପତି ଚିନ୍ମୟ ଦାସ,ଜିଲ୍ଲା ଉପସଭାପତି ମନୋଜ କୁମାର ପରିଡା,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାକର ପଲାଇ, ଜିଲ୍ଲା ପୂର୍ବତନ କାର୍ଯ୍ୟକାରୀ ସଭାପତି ରମେଶ ଚନ୍ଦ୍ର ବାରିକ, ଜିଲ୍ଲା କୋଷାଧକ୍ଷ ଛବି ପ୍ରସାଦ ମହାକୁଡ଼, ଆଳି ବ୍ଲକ ସାଧାରଣ ସମ୍ପାଦକ ମଧୁସୂଦନ ଦାସ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥଲେ,! ସେପଟେ ଛୋଟ ଛୋଟ ପିଲା ମାନଙ୍କୁ ନେଇ ଦାଣ୍ଡିଆ ନୃତ୍ୟ ପରିବେଷଣ କୁ ଉପସ୍ଥିତ ମହାସଂଘ ହାଇଲେବୁଲ କାର୍ଯ୍ୟକର୍ତ୍ତା ମାନେ ଦେଖୁଥିବା ସମୟରେ ଆଶ୍ଚର୍ଯ୍ୟ ହୋଇଥିଲେ,!

କେନ୍ଦ୍ରାପଡ଼ା ରୁ ବ୍ୟୁରେ ଚି଼୍ଫ ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ୍ /  ମସିହା ନିଉଜ

Related posts

ଯୁବକ ର ଆକ୍ରମଣ ରେ କଲେଜ ଛାତ୍ରୀ ଗୁରୁତର

Sunil Chandra Nayak

ରାଜ୍ୟ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

Sunil Chandra Nayak

Leave a Comment

error: Content is protected !!