ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବାଧ ବୃକ୍ଷ କଟା ରେ ରୋକ ଲାଗୁନି ,ଓ ସି ସି ବ୍ରିଜ ନିକଟସ୍ଥ ଟିକ ବୃକ୍ଷ ଚୋରୀ

ତେନ୍ତୁଳିଖୁଣ୍ଟି — ୦୪/୧୨/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚା ଗାଁ ଅଞ୍ଚଳରେ ଅବାଧ ବୃକ୍ଷ କଟା ଚାଲିଛି । ଏନେଇ ଜଙ୍ଗଲ ବିଭାଗ ର ନଜର ପଡୁନି। ଜଙ୍ଗଲ ବିଭାଗ ର ସ୍ଥାଣୁତା ର ସୁଯୋଗ ଚୋରା କାଠ ଚାଲଣ କାରୀ ନେଉଛନ୍ତି। ଗତକାଲି ରାତି ରେ ଓ ସି ସି ବ୍ରିଜ ନିକଟରେ ଥିବା ଏକ ଟିକ ଗଛ କୁ କାଟି କେହି ଦୃବୃତ୍ତ ନେଇ ଯାଇଥିବା ଦେଖାଯାଇଛି। ଖାତିଗୁଡା,ବାଂଲାଗୁଡା , ବାରିଆଘାଟ ରେ ମଧ୍ୟ ବୃକ୍ଷ କଟା ଅବାଧ ଚାଲିଥିବା ଦେଖାଯାଉଛି। ଜଙ୍ଗଲ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା – ଠିକ୍ ତୁମ ପରି ତାର ମୁହଁ

Sunil Chandra Nayak

ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ସାନମୌଦାର ଅଷ୍ଟମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସାହିତ୍ୟ ବିଭାଗ ଚରୈବେତି ତରଫରୁ ମାସିକ ସାହିତ୍ୟ ଆସର

Sunil Chandra Nayak

Leave a Comment

error: Content is protected !!