ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଜ ସରକାରୀ କ୍ୱାଟର ରେ ଆତ୍ମ ହତ୍ୟା କଲେ କନେଷ୍ଟବଳ !

ଧର୍ମଗଡ:୫/୧୨/୨୨: ଦଶପୁର ପୋଲିସ ଫାଣ୍ଡି ପରିସରରେ ଥିବା ଷ୍ଟାଫ କ୍ୱାଟର ରେ ଜୈନିକ୍ ପୋଲିସ କର୍ମଚାରୀ ବେକ ରେ ଦଉଡ଼ି ଦେଈ ଆତ୍ମ ହତ୍ୟା କରିଥିବା ଜଣା ଯାଇଛି । ମୃତକ ହେଲେ ଦଶପୁର ପୋଲିସ ଫାଣ୍ଡି ର ଦେବରାଜ ନାୟକ ( ୩୨) OAPF ଯବାନ। ମୃତକ ଙ୍କ ଘର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଅଞ୍ଚଳର ବୋଲି ଜଣାପଡିଛି । ଘଟଣା ସ୍ଥଳ କୁ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧୀରଜ୍ ଚୋପଦାର,ମାଜିଷ୍ଟ୍ରେଟ ଦାୟିତ୍ବ ରେ ଥିବା ସହ ଜିଲ୍ଲାପାଳ ନନ୍ଦ କିଶୋର ତାଣ୍ଡି ପହଞ୍ଚି ଘଟଣା ର ଅନୁଧ୍ୟାନ କରୁଥିବା ବେଳେ ତାଙ୍କ ପରିବାର ଲୋକେ ପହଞ୍ଚିଲା ପରେ ଝୁଲନ୍ତା ଶବ କୁ କଢ଼ା ଯାଇ ଥିଲା । ତେବେ ଆତ୍ମ ହତ୍ୟା ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣା କୁ ନେଇ ପୋଲିସର ତଦନ୍ତ ଜାରି ରହିଛି । 

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଭୋଗରା ଜମି ଜବରଦଖଲ ନେଇ ତହସିଲଦାରଙ୍କୁ ଫେରାଦ ହେଲେ ବଡ଼ ପୋଡ଼ାଗୁଡା ପଞ୍ଚାୟତ ଗ୍ରାମବାସୀ

Sunil Chandra Nayak

ବରିଷ୍ଠ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ସାମ୍ବାଦିକ ସଂଘ

Sunil Chandra Nayak

ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଉଦ୍ୟାନ ସୃଷ୍ଟି ସମେତ ସେଲ୍ଫି ପଏଣ୍ଟ

Sunil Chandra Nayak

Leave a Comment

error: Content is protected !!