ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଧବା ବୃଦ୍ଧାଙ୍କୁ ମୃତ ଘୋଷଣା , ଚଉଦ ମାସ ପରେ ପ୍ରଶାସନ ଚେତିଲା

ନୂଆପଡା/ , ପ୍ରଶାସନର ଦାଇତ୍ଵ ହୀନ କାର୍ଯ୍ୟ ଯୋଗୁ ଜଣେ ବିଧବା ବୃଦ୍ଧାଙ୍କୁ ମୃତ ଘୋଷଣା କରି ବୃଦ୍ଧାଙ୍କ ବାର୍ଦ୍ଧକ୍ୟ ଭତ୍ତା ଚଉଦ ମାସ ହେଲା ପଞ୍ଚାୟତ କର୍ତ୍ତୃପକ୍ଷ ବନ୍ଦ କରିଥିବା ବୃଦ୍ଧା ଜଣକ ଓ ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି । ଏହି ଘଟଣା ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସାନମହେଶ୍ଵର ପଞ୍ଚାୟତର ଘରଧରା ଗ୍ରାମରେ । ଗ୍ରାମର ବିଧବା ବୃଦ୍ଧା ମାଳତୀ ଶବରଙ୍କ (୭୭ବର୍ଷ) ସ୍ୱାମୀ ସ୍ବର୍ଗତ ରବି ଶବରଙ୍କ ବିଗତ ୨୩ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିବା ବେଳେ ମାଳତୀ ସବରଙ୍କୁ ବିଗତ ୨୨ ବର୍ଷ ହେଲା କ୍ରମାଗତ ଭାବରେ ବିଧବା ଭତ୍ତା ମିଳି ଆସୁଥିଲା । ହେଲେ ଗତ ୨୨.୦୯.୨୦୨୧ ମସିହାରେ ଶେଷ ଥର ପାଇଁ ୫୦୦ ଟଙ୍କା ଭତ୍ତା ପାଇଥିଲେ । ହେଲେ ତାର କିଛି ମାସପରେ ଭତ୍ତା ପାଇଁ ପଞ୍ଚାୟତର ତତ୍କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ କୁନ୍ତୀ ସତନାମୀଙ୍କୁ ଅବଗତ କରାଇଥିଲେ ହେଲେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ସତନାମୀ ବୃଦ୍ଧା ମାଳତୀ ଶବରଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ କରିବା ସହିତ ତାଙ୍କର ଭତ୍ତା ବନ୍ଦ ହୋଇଥିବା ବୃଦ୍ଧା ଓ ପରିବାର ଲୋକେଙ୍କୁ କହିଥିବା ଅଭିଯୋଗ କରିଛନ୍ତି । ସେହି ଦିନ ଠାରୁ ବୃଦ୍ଧାଙ୍କ ଭତ୍ତା ଚଉଦ ମାସ ହେଲା ବନ୍ଦ ଥିବା ଯୋଗୁଁ ଭତ୍ତା ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷ ତଥା ସରପଞ୍ଚଙ୍କୁ ବାରମ୍ବାର ନେହୁରା ହେଉଥିଲେ ମଧ୍ୟ ଭତ୍ତା ମିଳି ପାରୁନଥିବା ବୃଦ୍ଧା ଜଣକ ପ୍ରକାଶ କରିଛନ୍ତି । ଏଠାରେ ପ୍ରଶ୍ନ ଉଠେ କି ଯେ ବିଭାଗୀୟ ଅଧିକାରୀ ମାନଙ୍କ ଦାଇତ୍ଵ ହୀନ କାର୍ଯ୍ୟ ଯୋଗୁଁ ନିରୀହ ବୃଦ୍ଧା ଭତ୍ତା ନପାଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଏନେଇ ତତ୍କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ସତନାମୀଙ୍କୁ ପଚାରିବାରୁ ମୁ ସେପରି କହିନାହିଁ ତାଙ୍କ ଭତ୍ତା ଡି ପି ଡି ମାଧ୍ୟମରେ ପଡୁଥିବ ସବୁ ଯାଞ୍ଚ କଲାପରେ ଜଣା ପଡିବ ବୋଲି ପ୍ରକାଶ କରିଥିଲେ । ଏନେଇ ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କୁ ପଚାରିବାରୁ ମୁ ଜାଣିନଥିଲି ଜାଣିଲା ପରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କହିଛି ତାଙ୍କର ଭତ୍ତା ଚଳିତ ମାସରେ ଦିଆଯିବ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନ କାହିଁକି ଜୀବିତ ବୃଦ୍ଧାଙ୍କୁ ମୃତ ବୋଲି ଚଉଦ ମାସ ହେଲା ଭତ୍ତା ବନ୍ଦ କରିଛନ୍ତି ତାର ତଦନ୍ତ କରି ଦାଇତ୍ଵ ହୀନ ଅଧିକାରୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବିଧବା ବୃଦ୍ଧାଙ୍କୁ ପାଇନଥିବା ଚଉଦ ମାସର ଭତ୍ତା ସହିତ ଭତ୍ତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନର୍ଲା ତିନିଗୋଟି ଜୋନରେ ବିଜେଡ଼ିର ଶଙ୍ଖନାଦ, ବିଜେପି ଧ୍ୱସ୍ତ ବିଧ୍ୱସ୍ତ, ଅଣ୍ଟା ସଲଖିଲା କଂଗ୍ରେସ

Sunil Chandra Nayak

ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦେଲେ ଶିକ୍ଷକ ଓ ଗ୍ରାମବାସୀ

ଲୁହାପାଇପ ଚୋରି କରୁଥିବା ସମୟେ ଚୋରକୁ ଧରିଲେ ପୋଲିସ ଓ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort