ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାନ୍ତାଳୀ ଭାଷା ବିଜୟ ଦିବସ ପାଳିତ 

କାମାକ୍ଷାନଗର (ମ ନି ସ)23/12/ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ବନ୍ଦାଣିଆ ଗାଁ ରେ ଆଜି ସାନ୍ତାଳୀ ଭାଷା ବିଜୟ ଦିବସ ପାଳିତ ହୋଇଯାଇଛି |ଏହି ଉତ୍ସବ ରେ କଙ୍କଡା ହାଡ ବ୍ଲକ ର ୪୦ ଟି ଗାଁ ର ସାନ୍ତାଳୀ ସମ୍ପ୍ରଦାୟ ର ଶତାଧିକ ଲୋକ ସାମିଲ ହୋଇଥିଲେ |ତେବେ ୨୦୦୩ ମସିହା ଡିସେମ୍ବର ୨୨ତଥା ଆଜିର ଦିନ ରେ ସମ୍ବିଧାନ ୮ମ ପରିଛେଦ ରେ ଏହି ଭାଷା ସ୍ଵୀକୃତି ପାଇଥିଲା |ତେଣୁ ସେହି ଦିନ ଠାରୁ ଆଜକୁ ଦୀର୍ଘ ୨୦ବର୍ଷ ଧରି ଏହି ସାନ୍ତାଳୀ ଭାଷା ବିଜୟ ଦିବସ ମହା ଆଡ଼ମ୍ବର ରେ ଡିସେମ୍ବର ୨୨ ରେ ପାଳିତ ହେଇ ଆସୁଛି |ଏହି ପରିପ୍ରେକ୍ଷୀରେ ପାରମ୍ପରିକ ଗୀତ ର ତାଳେ ତାଳେ ନାଚି ଓ ହଜି ଯାଇ ସାନ୍ତାଳୀ ସମ୍ପ୍ରଦାୟ ଲୋକ ପାଳନ କରୁଛନ୍ତି ଏହି ବିଜୟ ଉତ୍ସବ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କଳାହାଣ୍ଡି ଜିଲ୍ଲାରେ ମାଗଣା ସିଭିଲ୍ ସର୍ଭିସେସ୍ କୋଚିଂ ‘ମିଶନ୍ ଆକାଂକ୍ଷା’ ର ଶୁଭାରମ୍ଭ 

Sunil Chandra Nayak

ଓରାଘାଟ ଆଇରନ ଖଣି ରେ ଆନ୍ତର୍ଜାତିକ ଯୋଗ ଦିବସ ମହା ଆଡ଼ମ୍ବର ରେ ପାଳନ 

masiha

ନୂତନ କୁଦରସାହି ଗ୍ରାମ ପଞ୍ଚାୟତ ଗଠନ ଦାବିରେ ୫ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ

Sunil Chandra Nayak

Leave a Comment

error: Content is protected !!