ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ୱଚ୍ଛତା ଅଭିଯାନ 

ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ୱଚ୍ଛତା ଅଭିଯାନ 

ନବରଙ୍ଗପୁର:( ତା ୬.୪.୨୦୨୫)(ରବି ନାରାୟଣ ମହାନ୍ତି)ଆଜି ନବରଙ୍ଗପୁର ପୌରପାଳିକା ଅଧିନସ୍ଥ ପ୍ରମୁଖ ଦେବାଳୟ ଗୁଡିକରେ “ଓଡିଆ ପକ୍ଷ” ପାଳନ ଉପଲକ୍ଷେ ସ୍ଵଚ୍ଛତା ଅଭିଯାନ କରାଯାଇଥିଲା ।ଏହି ଅଭିଯାନରେ ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ସମରେଶ ମହାନ୍ତି, ନବରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନିଲ୍ ଖୋରା ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିରାମ ହରିଜନ ପୌରପାଳିକାର ସମସ୍ତ କାଉନସିଲର ଏବଂ କର୍ମଚାରୀ ଉପସ୍ଥିତଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

୧-ଆଲମଣ୍ଡା ରେ ପାଳିଲେ ଦି ବାର୍ଷିକ ବିଶ୍ୱ ଆଦିବାସି ଦିନସା ପାଳନ , ୨- ନାବାଳିକାର ମୃତ ଦେହ ଉଦ୍ଧାର

Sunil Chandra Nayak

ଜି୨୦ ଅନ୍ତର୍ଗତ ସିଭିଲ ୨୦ର କାର୍ଯ୍ୟକାରୀ ଗୋଷ୍ଠୀରେ ଯୋଗଦେଲେ ମହେନ୍ଦ୍ର

Sunil Chandra Nayak

ତିନି ଜଣ ଅନାଥ ଛାତ୍ରୀଙ୍କୁ ପାଠ ପଢାରେ ସାହାଯ୍ୟ କରିବେ କୈଳାସ କୁଲେଶିକା 

masiha

Leave a Comment

error: Content is protected !!