ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେରାମଣ୍ଡଳୀ ରେଲୱେ ଷ୍ଟେସନର ରେଲୱେ ଟ୍ରାକ ରୁ ୧୨ ଫୁଟର ଅଜଗର ସାପ ଉଦ୍ଧାର 

ଢେଙ୍କାନାକ(ମ ସୀ ହା)୨୩/୧୨ ଓଡାପଡା ବ୍ଲକ ଅଧିନସ୍ଥ ମୋଟଙ୍ଗା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନର ରେଲୱେ ଟ୍ରାକ ଉପରୁ ଆଜି ଦିନ ୨ ଘଟିକା ସମୟରେ ସ୍ଥାନୀୟ ଯୁବକ ଙ୍କ ପ୍ରଚେଷ୍ଟା ରେ ୧୨ ଫୁଟର ଅଜଗର ସାପକୁ ଉଦ୍ଧାର କରାହୋଇଛି।ଏହି ସାପ ଟିକୁ ଉଦ୍ଧାର କରିଥିଲେ ଚନ୍ଦନ ଭଞ୍ଜ ବୟସ ୨୪,ଓ ସୁଦର୍ଶନ କରଣ(୪0) ଙ୍କ ପ୍ରଚେଷ୍ଟାରେ ଏହି ସାପଟିକୁ ଉଦ୍ଧାର କରି ନିକଟସ୍ଥ ନିମିଧା ପାହାଡ଼ରେ ଛାଡ଼ିଦେଇଥିଲେ।ସେମାନଙ୍କର ଏହି ସାହସିକତା କାର୍ଯ୍ୟ ଯୋଗୁଁ ବଜାର କମିଟିର ପିଲାମାନେ ତାଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଶୁଣାଣି ଶିବିରରେ ୧୦୬ ଟି ଅଭିଯୋଗରୁ ୨ ଫଇସଲା

ମେଳାପି ମହିଳାଙ୍କ ୭୫ବର୍ଷରେ ଦେହାନ୍ତ

Sunil Chandra Nayak

ଆର କେ ଜୁନିୟର କଲେଜରେ ” ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ “

Sunil Chandra Nayak

Leave a Comment

error: Content is protected !!