ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେରାମଣ୍ଡଳୀ ରେଲୱେ ଷ୍ଟେସନର ରେଲୱେ ଟ୍ରାକ ରୁ ୧୨ ଫୁଟର ଅଜଗର ସାପ ଉଦ୍ଧାର 

ଢେଙ୍କାନାକ(ମ ସୀ ହା)୨୩/୧୨ ଓଡାପଡା ବ୍ଲକ ଅଧିନସ୍ଥ ମୋଟଙ୍ଗା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନର ରେଲୱେ ଟ୍ରାକ ଉପରୁ ଆଜି ଦିନ ୨ ଘଟିକା ସମୟରେ ସ୍ଥାନୀୟ ଯୁବକ ଙ୍କ ପ୍ରଚେଷ୍ଟା ରେ ୧୨ ଫୁଟର ଅଜଗର ସାପକୁ ଉଦ୍ଧାର କରାହୋଇଛି।ଏହି ସାପ ଟିକୁ ଉଦ୍ଧାର କରିଥିଲେ ଚନ୍ଦନ ଭଞ୍ଜ ବୟସ ୨୪,ଓ ସୁଦର୍ଶନ କରଣ(୪0) ଙ୍କ ପ୍ରଚେଷ୍ଟାରେ ଏହି ସାପଟିକୁ ଉଦ୍ଧାର କରି ନିକଟସ୍ଥ ନିମିଧା ପାହାଡ଼ରେ ଛାଡ଼ିଦେଇଥିଲେ।ସେମାନଙ୍କର ଏହି ସାହସିକତା କାର୍ଯ୍ୟ ଯୋଗୁଁ ବଜାର କମିଟିର ପିଲାମାନେ ତାଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ପ୍ରଚାର ପ୍ରସାର ଅଭାବରୁ ଫେଲ ମାରିଲା ଅଭିଯୋଗ ଶୁଣାଣି, ୧୫ ଗୋଟି ଅଭିଯୋଗରେ ଶେଷ ହେଲା ଶୁଣାଣି

masiha

ପ୍ରକାଶ ହେଲା ମେଧାଅନ୍ବେଷଣ ଫଳାଫଳ, ପ୍ରଥମ ସ୍ଥାନରେ ପୂଜାରାଣୀ

masiha

ଶିକ୍ଷକ ଅଭାବ, ଶିକ୍ଷାଦାନ ବ୍ୟାହାତ , ଶିକ୍ଷକ ନିଯୁକ୍ତି ନେଇ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ଗ୍ରାମବାସୀ 

Leave a Comment

error: Content is protected !!