ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଂଚାୟତ ସରକାରୀ ହାଇସ୍କୁଲ ରେ ଜାତୀୟ ଗଣିତ ଦିବସ ପାଳିତ

କାମାକ୍ଷାନଗର (ମ ନି ସ)୨୩/୧୨ ଗତ କାଲି ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଜାତୀୟ ଗଣିତ ଦିବସ ପାଳିତ ହୋଇ ଯାଇଅଛି।ଏଥିରେ ଛାତ୍ର ଛାତ୍ରୀ ମାନେ ବକ୍ତୃତା ଡ୍ଡରଇଂ ଓ ଗଣିତ ପ୍ରକଳ୍ପ ଓ ପ୍ରବନ୍ଧ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ।କୃତି ପ୍ରତିଯୋଗୀ ମାନଙ୍କୁ ସଭାରେ ପ୍ରଧାନ ଶିକ୍ଷକ ପୁରସ୍କାର ପ୍ରଦାନ କରିଥିଲେ।ସୌଭାଗ୍ୟ କୁମାର ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସମସ୍ତ ଶିକ୍ଷକ ଶିକ୍ଷିକା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶ୍ରୀନିବାସ ରାମାନୁଜ ଙ୍କ ଜୀବନୀ ଓ ଗଣିତ ଶାସ୍ତ୍ରକୁ ଅବଦାନ ସଂପର୍କରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନେ ଆଲୋଚନା କରିଥିଲେ ପରିଶେଷରେ ଚକୋଲେଟ ବଣ୍ଟନ କରାଯାଇଥିଲା! ଗଗନ ବିହାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଧର୍ମଗଡ ର ଶୈଳେଶ ଭୋଇ  ରାଜ୍ୟରେ ପ୍ରଥମ ୧୦ ଜଣ ମଧ୍ୟରେ ସପ୍ତମ ସ୍ଥାନ ଅଧିକାର

Sunil Chandra Nayak

ଖଣ୍ଡାୟତ କ୍ଷତ୍ରିୟ ମହାସଭା ର ବୈଠକ

masiha

୮୫ ବର୍ଷୀୟ ବୃଦ୍ଧକୁ ଚାଉଳ କେନ୍ଦ୍ରକୁ ରିକ୍ସା ରେ ବୋହି ଆଣିଲେ ସମ୍ପର୍କୀୟ 

masiha

Leave a Comment

error: Content is protected !!