ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁରେନ୍ଦ୍ର ନାଥ ପରିଡ଼ା ଙ୍କୁ ସାପ୍ତାହିକ ପତ୍ରିକା ଅଭିନନ୍ଦନ ତରଫରୁ କବି ସମ୍ମାନ ରେ ସମ୍ମାନିତ

ଯାଜପୁର //   ଜୟ ମାଆ ବିରଜା ସାହିତ୍ୟ ସଦନର ଗର୍ବ ଓ ଗୌରବ, ତଥା ସଦନ ର ସମ୍ପାଦକ ଶ୍ରୀ ଉମାକାନ୍ତ ଦାସ ଙ୍କ ଧର୍ମ ପିତା ଏବଂ ଉକ୍ତ ସଦନର ଉପ ସଭାପତି ସୁରେନ୍ଦ୍ର ନାଥ ପରିଡ଼ା ମହୋଦୟ ଆଜି ସୁଦୂର ବାଲେଶ୍ଵର  ସ୍ଥିତ ଉଦ୍ଯୋଗ ଭବନ ରୁ ଓଡ଼ିଶାର ଅଗ୍ରଣୀ ସାପ୍ତାହିକ ପତ୍ରିକା ଅଭିନନ୍ଦନ ତରଫରୁ ତା ୨୩-୧୨-୨୨ରିଖରେ କବି ସମ୍ମାନ ରେ ସମ୍ମାନିତ ହୋଇଛନ୍ତି । ଏହି ଖବର ପାଇବା ପରେ କବି , କବୟିତ୍ରୀ , ସାହିତ୍ୟ ସାଧକ ଓ ସାହିତ୍ୟ ପ୍ରେମୀ ମହଲ ରେ ଖୁସିର ଲହରୀ ଖେଳି ଯାଇଛି ଏବଂ ଶ୍ରୀ ପରିଡା ଙ୍କୁ ବହୁଳ ପରିମାଣରେ ଅଭିନନ୍ଦନ ବାର୍ତ୍ତା ପହଞ୍ଚିବା ରେ ଲାଗିଛି ।

ମସିହା ନିଉଜ ସର୍ଭିସ୍ 

Related posts

କବିତା ପ୍ରତିଯୋଗିତାର ଫଳାଫଳ ପ୍ରକାଶ,ପ୍ରଥମ ସ୍ଥାନରେ ବାଲେଶ୍ଵର

masiha

ବର୍ଷା ଓ ବଜ୍ରପାତ ରୁ ଚାଷୀ ଭାଇ ଙ୍କ ସୁରକ୍ଷା କବଚ ତାଳପତ୍ର ପଖିଆ 

Sunil Chandra Nayak

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ 

masiha

Leave a Comment

error: Content is protected !!